ବ୍ୟାସ ସରୋବର ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ନୀତି

By

Published : Jun 14, 2022, 9:20 PM IST

thumbnail

ଯାଜପୁର: ଆଜି ହେଉଛି ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଶହଶହ ଭକ୍ତଙ୍କ ମଧ୍ୟରେ ବ୍ୟାସ ସରୋବର ଜଗନ୍ନାଥ ମନ୍ଦିରରେ ଶେଷ ହେଲା ଦେବସ୍ନାନ ନୀତି । ସକାଳୁ ମନ୍ଦିରର ବଡ଼ପଣ୍ଡା ପୀତବାସ ପତିଶର୍ମା ଠାକୁରଙ୍କର ନୀତିକାନ୍ତି ଆରମ୍ଭ କରିଥିଲେ । ଏହି ଅବସରରେ ମହାପ୍ରଭୁଙ୍କର ମାନବୀୟ ଲୀଳା ଦର୍ଶନ କରିବାକୁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଥିଲା । ଇଟିଭି ଭାରତ, ଯାଜପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.