Mangala Alati: ଦର୍ଶନ କରନ୍ତୁ ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତି

By

Published : Dec 22, 2021, 6:50 AM IST

thumbnail

ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବଃ ତୁମେ । ସକାଳୁ ସକାଳୁ ଶ୍ରୀମନ୍ଦିରର ମୁଖ୍ୟ ଦ୍ବାର ଖୋଲିବା ପରେ ପୂଜା ପଣ୍ଡାଙ୍କ ଦ୍ବାରା ପତିତପାବନଙ୍କ ପାଖରେ ହାତରେ ଦୀପ ଓ ଘଣ୍ଟ ଧରି ମନ୍ତ୍ରୋଚାରଣ ସହ ହରିବୋଲ ଓ ହୁଳହୁଳି ପକାଇ ମଙ୍ଗଳ ଆଳତି କରାଯାଇଛି । ବିଶ୍ବାସ ରହିଛି, ଏହି ଆଳତି ଦର୍ଶନ କଲେ ଜୀବନରେ କରିଥିବା ସମସ୍ତ ପାପ କ୍ଷୟ ହୋଇଥାଏ ଏବଂ ଏହା ସହ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ଅପାର କରୁଣା ଓ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ସମଗ୍ର ବିଶ୍ବବାସୀଙ୍କ ମଙ୍ଗଳ କାମନା କରି ଏହି ଆଳତି ପ୍ରତ୍ୟହ ସକାଳୁ କରାଯାଉଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.