ମୃତ୍ୟୁର ଗୋଟିଏ ମାସ ପରେ ସତ ବଖାଣୁଛି ଆତ୍ମା !

By

Published : Aug 24, 2022, 6:06 PM IST

thumbnail

ବାଲେଶ୍ଵର: 'ମାଆ ସେ ମତେ ମାରିଦେଲା, ମୁଁ ଯେତେ ଡାକିଲି କେହି ଶୁଣିଲେନି' ଆତ୍ମା କହୁଛି ମୃତ୍ୟୁର ରହସ୍ୟ ( A girl narrating another girl death case in paranormal ) । ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ବାରିଙ୍ଗିଆ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗତ ଜୁଲାଇ 24 ତାରିଖରେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଜ୍ୟୋତ୍ସ୍ନାରାଣୀ ଜେନାକୁ ଗ୍ରାମର ଦୟାନିଧି ଜେନା ଏକ ତରଫା ପ୍ରେମ କରି ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା (minor girl murder case in balasore) । ହତ୍ୟାର ଏକମାସ ପରେ ଗ୍ରାମର ଅନ୍ୟଜଣେ ଛାତ୍ରୀ ନିଜକୁ ମୃତ ଜ୍ୟୋତ୍ସ୍ନାରାଣୀ ବୋଲି କହି ହତ୍ୟାର କାହାଣୀ ବଖାଣୁଛନ୍ତି । କାନ୍ଦି କାନ୍ଦି ବାପାମାଆଙ୍କୁ ଦେଖା କରିବାକୁ ଆସିଥିବା କହୁଛନ୍ତି । ଯାହାକୁ ଦେଖି ପ୍ରେତାତ୍ମା ସବାର ହୋଇଥିବା ଗ୍ରାମବାସୀ କହୁଛନ୍ତି । ତେବେ ଏମିତି ପ୍ରେତ ବୟାନକୁ ଆମେ ବିଜ୍ଞାନ ଯୁଗରେ ସମର୍ଥନ କିମ୍ବା ପ୍ରୋତ୍ସାହିତ କରୁନାହୁଁ । ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.