ଆସନ୍ତାକାଲି ପରଦାକୁ ଆସିବ ଓଡ଼ିଆ ଚଳଚ୍ଚିତ୍ର ମହାବାହୁ

By

Published : Sep 1, 2022, 5:41 PM IST

thumbnail

ଭୁବନେଶ୍ବର : ପରଦାକୁ ଆସିବ ଓଡ଼ିଆ ଚଳଚ୍ଚିତ୍ର ମହାବାହୁ । ଆସନ୍ତାକାଲି ରାଜ୍ୟର ସମସ୍ତ ପ୍ରେକ୍ଷାଳୟରେ ରିଲିଜ ହେବ ମହାବାହୁ । ଦୀର୍ଘଦିନ ପରେ ପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ଉପରେ ଆଧାରିତ ହୋଇଛି ଏହି ସିନେମା । ଓଡ଼ିଶାର ନିଜସ୍ବ କାହାଣୀକୁ ନେଇ ତିଆରି ହୋଇଛି ମହାବାହୁ । ଏହି ସିନେମାକୁ ଦେଖିବା ପାଇଁ ପୁରା ପ୍ରଡକ୍ସନ ଟିମ ଓଡ଼ିଆ ଦର୍ଶକଙ୍କୁ ଅପିଲ କରିଛନ୍ତି । ଏହି ଚଳଚ୍ଚିତ୍ରକୁ ଦେଖିବା ପାଇଁ ଦର୍ଶକଙ୍କ ଭିତରେ ଉତ୍କଣ୍ଠା ଦେଖିବାକୁ ମିଳିଛି । ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.