କଟକରେ ପ୍ରବଳ ବର୍ଷା, ମା’ଙ୍କୁ ଦେଖିବାକୁ ଘରେ ଭକ୍ତ ବ୍ୟାକୁଳ

By

Published : Oct 4, 2022, 4:54 PM IST

thumbnail

କଟକ: କଟକ ପୂଜା ଖୁସିରେ ବାଧକ ସାଜିଲା ବର୍ଷା (Durga Puja celebration affected due to heavy rainfall)। ଜାରି ରହିଛି ଲଘୁଚାପ ଜନିତ ପ୍ରବଳ ବର୍ଷା । ମଣ୍ଡପରେ ନବମୀ ପୂଜା ଜାରି ରହିଥିଲା ବେଳେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସହରରେ ଜାରି ରହିଛି । ଗତକାଲି (ସୋମବାର) ମଧ୍ୟରାତ୍ରିରୁ ଜାରି ରହିଛି ବର୍ଷା । ତେବେ ଏହି ପୂଜା ମାହୋଲକୁ ଫିକା କରିଛି ଲଘୁଚାପ ଜନିତ ବର୍ଷା । ଏହାରି ଭିତରେ ଭକ୍ତମାନେ ମାଙ୍କ ଦର୍ଶନ କରିବା ପାଇଁ ବ୍ୟାକୁଳ ଅଛନ୍ତି । ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.