ନଦୀକୁ ଖସିଲା ୧୦୮ ଆମ୍ବୁଲାନ୍ସ, ଦେଖନ୍ତୁ ଲାଇଭ ଭିଡିଓ

By

Published : Jul 2, 2022, 7:04 PM IST

thumbnail

ଶ୍ରୀନଗର: ଭାରସାମ୍ୟ ହରାଇ ନଦୀକୁ ଖସିଲା ୧୦୮ ଆମ୍ବୁଲାନ୍ସ । ସିସିଟିଭିରେ ଲାଇଭ ଦୃଶ୍ୟ ହେଲା କଏଦ । ଦେଖନ୍ତୁ କିପରି ଆମ୍ବୁଲାନ୍ସଟୁ ପଛେଇ ପଛେଇ ଯାଇ ଏକ ନଦୀକୁ ଖସି ପଡୁଛି । ଏ ଦୃଶ୍ୟ ହେଉଛି ଜମ୍ମୁ କାଶ୍ମୀର ଦୋଡାର । ସୂଚନା ଅନୁଯାୟୀ, ଆଜି(ଶନିବାର) ସକାଳେ ଆମ୍ବୁଲାନ୍ସ ଡ୍ରାଇଭର ରାସ୍ତାକଡରେ ଗାଡି ପାର୍କିଂ କରିଥିଲେ । ଏହି ସମୟରେ ନଦୀକୁ ଖସି ପଡିଥିଲା ଆମ୍ବୁଲାନ୍ସ । SDRF ଟିମ୍ ପହଞ୍ଚି ନଦୀରୁ ଗାଡିକୁ ଉଦ୍ଧାର କରିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.