ଅଖିମୁଠି ଅନୁକୂଳ କଲେ କୃଷିମନ୍ତ୍ରୀ

By

Published : May 3, 2022, 10:50 PM IST

thumbnail

ଅକ୍ଷୟ ତୃତୀୟା ଅବସରରେ କୃଷି ଓ କୃଷକ ସଶକ୍ତିକରଣ ପକ୍ଷରୁ ରାଜ୍ୟସ୍ତରୀୟ କୃଷକ ଦିବସ ପାଳନ କରାଯାଇଛି । କାର୍ଯ୍ୟକ୍ରମରେ କୃଷିମନ୍ତ୍ରୀ ଅରୁଣ ସାହୁ ଉଦଘାଟନ କରିବା ସହିତ ଭୂମିପୂଜା ଓ ଅଖି ମୁଠି ଅନୁକୂଳ କରିଛନ୍ତି । ଭୁବନେଶ୍ବର ବରମୁଣ୍ଡାରେ ଥିବା APICOL କ୍ଷେତରେ କୃଷିମନ୍ତ୍ରୀ ଅଖିମୁଠି ଅନୁକୂଳ କରିବା ସହ ଧାନ ବୁଣି ଅକ୍ଷୟ ତୃତୀୟା ପାଳନ କରିଛନ୍ତି । ଅଧିକ ପଢନ୍ତୁ

TAGGED:

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.