କ୍ରିକେଟ ମ୍ୟାଚ୍‌ରେ ସଂସ୍କୃତ କମେଣ୍ଟ୍ରି, ଭିଡିଓ ସେୟାର କଲେ ପ୍ରଧାନମନ୍ତ୍ରୀ

By

Published : Oct 4, 2022, 5:06 PM IST

thumbnail

ହାଇଦ୍ରାବାଦ: ଅନେକ ଭାଷାରେ କ୍ରିକେଟ କମେଣ୍ଟ୍ରି ଆପଣ ଶୁଣିଥିବେ । କେବେ ସଂସ୍କୃତ ଭାଷାରେ କ୍ରିକେଟ କମେଣ୍ଟ୍ରି ଶୁଣିଛନ୍ତି କି ? କର୍ଣ୍ଣାଟକ ବେଙ୍ଗାଲୁରୁରୁ ଏଭଳି ଏକ ଭିଡିଓ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି । ଏକ ଗଳିରେ କିଛି ବାଳକ କ୍ରିକେଟ ଖେଳୁଥିବା ବେଳେ ଜଣେ ବ୍ୟକ୍ତି ସଂସ୍କୃତ ଭାଷାରେ ଏହି ମ୍ୟାଚ୍‌ର କମେଣ୍ଟ୍ରି କରୁଛନ୍ତି । ଏହି ଭିଡିଓକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରିଟ୍ବିଟ୍‌ କରିଛନ୍ତି । ଏଭଳି ଏକ ପ୍ରୟାସ କରୁଥିବାରୁ କ୍ରିକେଟ କମେଣ୍ଟ୍ରି କରୁଥିବା ବାଳକକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.