ମହାପଞ୍ଚମୀ ଅବସରରେ ଶକ୍ତିପୀଠ ବିରଜା କ୍ଷେତ୍ରରେ ଭକ୍ତିମୟ ପରିବେଶ

By

Published : Oct 11, 2021, 6:27 PM IST

thumbnail

ଶାରଦୀୟ ଦୁର୍ଗାପୂଜା ପାଇଁ ଶକ୍ତିପୀଠ ବିରଜା କ୍ଷେତ୍ରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ମା’ଙ୍କ ମନ୍ଦିର ଆଲୋକମାଳାରେ ସଜ୍ଜିତ କରାଯାଇଛି । ଆଜି ମା’ଙ୍କ ଷଷ୍ଠୀ ଅବସରରେ ଆଉ 6ଟି କଳସ ସ୍ଥାପନ ହେବା ସହ ବିଳମ୍ବିତ ରାତ୍ରୀରେ ମହାସ୍ନାନ କରାଯିବ । ଏହାପରେ ହୋମ ଯଜ୍ଞ ଆରମ୍ଭ ହୋଇ ଆସନ୍ତା ମହାଷ୍ଟମୀ ପର୍ଯ୍ୟନ୍ତ ଚାଲିବ। ଆଜି ଠାରୁ ଶକ୍ତିପୀଠରେ ଉଭୟ ମହାଷଷ୍ଠୀ ଓ ମହାସପ୍ତମୀ ପୂଜା ଅନୁଷ୍ଠିତ ହେଉଛି । ସେପଟେ ମା’ଙ୍କ ସ୍ୱତନ୍ତ୍ର ରଥଯାତ୍ରା ଆରମ୍ଭ ହୋଇଛି । ଦେଖନ୍ତୁ ଭିଡିଓ...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.