ପଞ୍ଚାୟତ ନିର୍ବାଚନକୁ ଅବାଧ୍ୟ ଓ ନିରପକ୍ଷ କରିବାକୁ କଡା ନିର୍ଦ୍ଦେଶ: ଦକ୍ଷିଣାଞ୍ଚଳ IG

By

Published : Jan 21, 2022, 10:48 PM IST

thumbnail

ବ୍ରହ୍ମପୁର: ପଞ୍ଚାୟତ ନିର୍ବାଚନକୁ ଅବାଧ୍ୟ ଓ ନିରପକ୍ଷ କରିବାକୁ କଡାକଡି ପଦକ୍ଷେପ ନିଆଯାଉଥିବା କହିଛନ୍ତି ଦକ୍ଷିଣାଞ୍ଚଳ IG ସତ୍ୟବ୍ରତ ଭୋଇ । ନିର୍ବାଚନର ପୂର୍ବ ପ୍ରସ୍ତୁତି କିମ୍ବା କୌଣସି ହିଂସାକୁ ପ୍ରତିହତ କରିବା ପୋଲି ସଦା ପ୍ରସ୍ତୁତ ବୋଲି ସେ କହିଛନ୍ତି । ଏଥିସହିତ ଯଦି ଦରକାର ପଡେ ତାହେଲେ ଅଧିକ ପୋଲିସ ବଳ ମୂତୟନ କରାଯିବ ବୋଲି ସୂଚନା ଦେଇଛନ୍ତି । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.