Panchayat Takkar: ଆଦର୍ଶ ପଞ୍ଚାୟତ ହେବ ଭୀଷ୍ମଗିରି, ପ୍ରତିଶୃତି ଦେଲେ ପ୍ରାର୍ଥୀ

By

Published : Feb 5, 2022, 12:39 PM IST

thumbnail

ବ୍ରହ୍ମପୁର: ଭୀଷ୍ମଗିରି ପଞ୍ଚାୟତକୁ ଆଦର୍ଶ ପଞ୍ଚାୟତରେ ପରିଣତ କରିବା ପ୍ରତିଶୃତିରେ ଉଚ୍ଚଶିକ୍ଷିତା ମହିଳା ପ୍ରାର୍ଥିନୀ । ଏନେଇ ଜମୁଛି ପ୍ରଚାର ମୈଦାନ । ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଳକର ଭୀଷ୍ମଗିରି ପଞ୍ଚାୟତକୁ ଏକ ଆଦର୍ଶ ପଞ୍ଚାୟତରେ ପରିଣତ କରିବା ପ୍ରତିଶୃତି ଦେଇଛନ୍ତି ଉଚ୍ଚଶିକ୍ଷିତା ମହିଳା ସୁଜତା ପଣ୍ଡା । ଚଳିତ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ଭାବେ ସେ ମୈଦାନକୁ ଓହ୍ଲାଇଛନ୍ତି। ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.