ମହାପ୍ରଭୁଙ୍କ ପାଇଁ ଗଲା ଦଶମୂଳ ଔଷଧ, ରାଜବୈଦଙ୍କ ମୁହଁରୁ ଶୁଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

By

Published : Jul 4, 2021, 7:26 PM IST

thumbnail

ପୁରୀ: ଅଣସର ଦଶମୀରେ ମହାପ୍ରଭୁଙ୍କ ଶରୀର ଉପଚାର ପାଇଁ ଶ୍ରୀମନ୍ଦିରକୁ ଯାଇଛି ଆୟୁର୍ବେଦର ଦଶମୂଳ ଔଷଧ । ଏହି ଔଷଧ ଏକାଦଶୀରେ ମହାପ୍ରଭୁ ସେବନ କରିବା ପରେ ସମ୍ପୂର୍ଣ୍ଣ ସୁସ୍ଥ ହେବେ । ତେବେ ରାଜଵୈଦ୍ୟ ଏହାକୁ ସ୍ବତନ୍ତ୍ର ସାମଗ୍ରୀରେ ପ୍ରସ୍ତୁତ କରନ୍ତି । ବିଭିନ୍ନ ଔଷଧୀୟ ଚେରମୂଳରେ ଏହା ଏହାକୁ ସ୍ବତନ୍ତ୍ର ବିଧି ମାଧ୍ୟମରେ ପ୍ରସ୍ତୁତ କରାଯାଇଥାଏ । ତେବେ ଏହି ଦଶମୂଳ ମୋଦକ କଣ ଓ ଏହା କିପରି ପ୍ରସ୍ତୁତ ହୁଏ କହିଛନ୍ତି ମହାପ୍ରଭୁଙ୍କ ରାଜବୈଦ୍ୟ ପୁରୀରୁ ଶକ୍ତି ପ୍ରସାଦ ମିଶ୍ର , ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.