ଗଞ୍ଜାମରେ ବାଲ୍ୟ ବିବାହ ପ୍ରତି ଅଧିକ ଗୁରୁତ୍ୱ ଦେବି: ପ୍ରାର୍ଥୀ

By

Published : Jan 21, 2022, 12:51 PM IST

thumbnail

ବ୍ରହ୍ମପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଗୁଲ ବାଜିବା ପରେ ଚାଲିଛି ପ୍ରାର୍ଥୀପତ୍ର ଦାଖଲ ପକ୍ରିୟା । ଏହି ପରିପ୍ରେକ୍ଷୀରେ ୧୦ ନଂ ଜୋନର ମେଧାବୀ ଉଚ୍ଚଶିକ୍ଷିତ ଯୁବତୀ ଭାରତୀ ନାୟକ ଏବେ ପଞ୍ଚାୟତ ନିର୍ବାଚନରେ ଲଢିବାକୁ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ରାଜନୀତିକୁ ପ୍ରବେଶ କରିବା ସହ କିଛି କରିବା ପାଇଁ ସ୍ବପ୍ନ ରଖିଛି । ଗଞ୍ଜାମ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଭାବରେ ଘୋଷଣା କରାଯାଇଥିବା ବେଳେ ଏଭଳି ସମୟରେ ଅଧୁରା ରହିଯାଇଥିବା କାର୍ଯ୍ୟକୁ ଶେଷ କରିବା ସହିତ ବାଲ୍ୟ ବିବାହ ପ୍ରତି ଅଧିକ ଗୁରୁତ୍ବ ଦେବି । ଯାହାକି ବ୍ରହ୍ମପୁର ସହରରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.