ମୋଟେରା ଟେଷ୍ଟ ନେଇ ପୂର୍ବତନ ରଣଜୀ ଖେଳାଳୀଙ୍କ ପ୍ରତିକ୍ରିୟା

By

Published : Feb 24, 2021, 4:29 PM IST

thumbnail

କଟକ: ଆଜିଠୁ(ବୁଧବାର) ଭାରତ-ଇଂଲଣ୍ଡ ଦିବାରାତ୍ର ଟେଷ୍ଟ । ବିଶ୍ବର ସର୍ବବୃହତ କ୍ରିକେଟ ଷ୍ଟାଡିୟମର ମାନ୍ୟତା ପାଇଥିବା ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ଏହି ଟେଷ୍ଟ ମ୍ୟାଚ ଖେଳାଯିବ । ଆଜି ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ଖେଳାୟିବାକୁ ନେଇ ଉତ୍କଣ୍ଠା ଦେଖିବାକୁ ମିଳିଛି । ଦର୍ଶକଙ୍କ ଠାରୁ ଆରମ୍ଭ କରି ଖେଳାଳିଙ୍କ ମଧ୍ୟରେ ଅନେକ ଉତ୍ସାହ ରହିଛି । ତେବେ ଏହି ନୂଆ ଷ୍ଟାଡିଅମରେ କିପରି ଭାରତୀୟ କ୍ରିକେଟ ଟିମ ପ୍ରଦର୍ଶନ କରିବ, ସେନେଇ ମତ ରଖିଛନ୍ତି ପୂର୍ବତନ ରଣଜୀ ଖେଳାଳି ପୱନ ଅଗ୍ରୱାଲ । କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.