Lok Sabha: ଅନୁସୂଚିତ ଜାତି ଜନଜାତି ସଂଶୋଧନ ବିଲ 2022କୁ ବିଜେଡିର ସମର୍ଥନ

By

Published : Apr 1, 2022, 8:57 PM IST

Updated : Feb 3, 2023, 8:21 PM IST

thumbnail

ନୂଆଦିଲ୍ଲୀ: ଲୋକସଭାରେ ଆଜି ଅନୁସୂଚିତ ଜାତି ଜନଜାତି ସଂଶୋଧନ ବିଲ 2022 ପାରିତ ହୋଇଛି । ବିଲକୁ ବିଜେଡି ସମର୍ଥନ କରିଥିବା ବେଳେ ଦଳ ପକ୍ଷରୁ ସାଂସଦ ଶର୍ମିଷ୍ଠା ସେଠୀ ବିତର୍କରେ ଭାଗ ନେଇ ଆବଶ୍ୟକ ସଂଶୋଧନ ସହ ବିଲକୁ ସମର୍ଥନ କରିଥିଲେ । ଦେଖନ୍ତୁ ବିଲ ସମ୍ପର୍କରେ କଣ କହୁଛନ୍ତି ଶର୍ମିଷ୍ଠା ।

Last Updated : Feb 3, 2023, 8:21 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.