ସଂସଦରେ ବିଜେପି ସାଂସଦଙ୍କ ନାରା, ବାର ବାର ମୋଦି ସରକାର

By ETV Bharat Odisha Team

Published : Dec 4, 2023, 1:19 PM IST

thumbnail

ନୂଆଦିଲ୍ଲୀ: ତୃତୀୟ ଥର ମୋଦି ସରକାର । ବାରବାର ମୋଦି ସରକାର । ବିଜେପି ସାଂସଦଙ୍କ ବାର ବାର ମୋଦି ସରକାର ତୃତୀୟ ଥର ମୋଦି ସରକାର ନାରା କମ୍ପିଥିଲା ଲୋକସଭା । କରତାଳିରେ କମ୍ପିଥିଲା ଗୃହ । ଆଜିଠୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଗୃହରେ ଏହିପରି ନାରା ଦେଇଛନ୍ତି ବିଜେପି ସାଂସଦ । ସଦ୍ୟ ପ୍ରକାଶିତ 4 ରାଜ୍ୟରେ ବିଜେପିର ବିଜୟ ଉତ୍ସବ ଏକାପ୍ରକାର ସଂସଦରେ ଦେଖିବାକୁ ମିଳିଛି । ଆଜିଠୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହୋଇ ଆସନ୍ତା 22 ତାରିଖ ଯାଏ ଚାଲିବ । ଏଥିରେ ମୋଟ 15ଟି ସିଟିଂରେ 19ଟି କାର୍ଯ୍ୟ ଦିବସ ରହିଛି । ଦୁଇଟି ଆର୍ଥିକ ବିଲ ସହ ଅନ୍ୟାନ୍ୟ ବିଲକୁ ମିଶାଇ 21ଟି ବିଲ ଆଗତ ହେବାକୁ ଯାଉଛି । ପ୍ରଥମ ଦିନରେ ଦେଖନ୍ତୁ ବିଜେପି ସାଂସଦଙ୍କ ବାର ବାର ମୋଦି ସରକାର ନାରାରେ କମ୍ପି ଉଠିଲା ଗୃହ...

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.