ଦୀପାବଳି ପାଳିଲେ ଆମେରିକା ଉପରାଷ୍ଟ୍ରପତି: ବାଣ ଫୁଟାଇଲେ, ବଲିଉଡ ଗୀତରେ ଝୁମିଲେ

By

Published : Oct 22, 2022, 2:07 PM IST

Updated : Feb 3, 2023, 8:29 PM IST

thumbnail

ୱାଶିଂଟନ: ଦୀପାବଳି ପାଳିରେ ଆମେରିକା ଉପରାଷ୍ଟ୍ରପତି କମଲା ହରିସ । ଭାରତୀୟ ବଂଶୋଦ୍ଭବ ହାରିସ୍ ନିଜ ସରକାରୀ ବାସଭବନରେ ବାଣ ଫୁଟାଇ ଆଲୋକର ପର୍ବକୁ ପାଳନ କରିଛନ୍ତି । ଉପରାଷ୍ଟ୍ରପତି ଭାରତୀୟ ଆମେରିକୀୟଙ୍କ ସହ ହାତରେ ଫୁଲଝରି ବାଣ ଫୁଟାଇ ସମସ୍ତଙ୍କୁ ଶୁଭ ଦୀପାବଳି ଜଣାଇଛନ୍ତି । କମଲା ହାରିସଙ୍କ ବାସଭବନ ରଙ୍ଗୀନ ଆଲୋକମାଳା ଓ ଦୀପରେ ସଜ୍ଜା ଯାଇଛି । ଅତିଥିମାନଙ୍କୁ ଭାରତୀୟ ଖାଦ୍ୟ ଗୁପଚୁପ୍ ସହ ବିଭିନ୍ନ ପ୍ରକାର ମିଷ୍ଟାନ୍ନ ମଧ୍ୟ ବଣ୍ଟାଯାଇଛି । ଏହାସହିତ କିଛି ଡ୍ୟାନ୍ସର ବଲିଉଡର 'ଜୟ ହୋ' ଏବଂ 'ଓମ୍ ଶାନ୍ତି' ଗୀତରେ ନୃତ୍ୟ କରିଛନ୍ତି ।

Last Updated : Feb 3, 2023, 8:29 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.