ହ୍ବାଇଟ ହାଉସରେ ଦୀପାବଳି ଉତ୍ସବ

By

Published : Oct 25, 2022, 9:15 AM IST

Updated : Feb 3, 2023, 8:30 PM IST

thumbnail

ହ୍ବାଇଟ ହାଉସରେ ପାଳନ ହୋଇଛି ଦୀପାବଳି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଉପରାଷ୍ଟ୍ରପତି କମଲା ହାରିସ ହ୍ବାଇଟ ହାଉସରେ ଏକ ବଡ ଦୀପାବଳି ଉତ୍ସବ ପାଳନ କରିଛନ୍ତି । ତାଙ୍କ ସହ ବାଇଡେନଙ୍କ ପତ୍ନୀ ଜିଲ ବାଇଡେନ ସାମିଲ ହୋଇଛନ୍ତି । ହ୍ବାଇଟ ହାଉସରେ ଏକ ସୁନ୍ଦର ମହୋଲ ଦେଖିବାକୁ ମିଳିଛି । ଏକ ବିଲିୟନ ଲୋକ ଦୀପ ଜାଳି ଅସତ୍ୟ ଉପରେ ସତ୍ୟର ବିଜୟର ପର୍ବ ଦୀପାବଳି ପାଳନ କରିଛନ୍ତି । ଅଜ୍ଞାନ ଅନ୍ଧକାର ଉପରେ ଆଲୋକର ଏହି ପର୍ବ । ଶାନ୍ତି, ନ୍ୟାୟ ପାଇଁ ଏହି ପର୍ବ ଶକ୍ତି ପ୍ରଦାନ କରିଥାଏ ବୋଲି କହିଛନ୍ତି ଆମେରିକା ଉପରାଷ୍ଟ୍ରପତି କମଲା ହାରିସ । ଦେଖନ୍ତୁ କିପରି ହ୍ବାଇଟ ହାଉସରେ ପାଳନ ହେଉଛି ଦୀପାବଳି ।

Last Updated : Feb 3, 2023, 8:30 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.