ଡ୍ରାଇଭର ମହାସଂଘର ନିଆରା ପ୍ରତିବାଦ, ରାସ୍ତାରେ ଦଣ୍ଡବତ କରି ସରକାରଙ୍କୁ ଜଣାଇଲେ ଗୁହାରି

By

Published : Nov 9, 2022, 11:06 PM IST

Updated : Feb 3, 2023, 8:31 PM IST

thumbnail

ଭୁବନେଶ୍ବର : ଡ୍ରାଇଭର ମହାସଂଘର ନିଆରା ପ୍ରତିବାଦ, ରାସ୍ତାରେ ଦଣ୍ଡବତ କରି ସରକାରଙ୍କୁ ଜଣାଇଲେ ଗୁହାରି । ବିଭିନ୍ନ ଦାବି ନେଇ ଭୁବନେଶ୍ବରରେ ଆଜି ଡ୍ରାଇଭର ସଂଘ ପକ୍ଷରୁ ଦଣ୍ଡବତ ଆନ୍ଦୋଳନ କରାଯାଇଛି । ଏଥିରେ ଶତାଧିକ ଡ୍ରାଇଭର ସାମିଲ ହୋଇ ବିକ୍ଷୋଭ କରିଥିଲେ । ଆଗକୁ ଦାବି ପୂରଣ ନହେଲେ ଏମାନେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରିବେ ବୋଲି କହିଛନ୍ତି । ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 3, 2023, 8:31 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.