ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଉତ୍ସାହିତ କ୍ରିକେଟ ପ୍ରେମୀ

By

Published : Oct 23, 2022, 11:11 AM IST

Updated : Feb 3, 2023, 8:29 PM IST

thumbnail

କଟକ: ଟି-ଟ୍ବେଣ୍ଟି ବିଶ୍ବକପରେ ଆଜି ଭାରତ-ପାକିସ୍ତାନ କଡ୍ଡା ଟକ୍କର । ଏନେଇ ଫ୍ୟାନ୍ସଙ୍କ ମଧ୍ୟରେ ବଢୁଛି ଉତ୍ସାହ । ଆଉ କିଛି ସମୟ ପରେ ମେଲବୋର୍ଣ୍ଣରେ ଖେଳାଯିବ ମହା ମୁକାବିଲା । ଏସିଆ କପର ବଦଲା ନେବ ଭାରତ । ପାକିସ୍ତାନକୁ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ । ଟି-ଟ୍ବେଣ୍ଟି ବିଶ୍ବକପରେ ଭାରତ ଏକମାତ୍ର ଦଳ ଭାବେ ପାକିସ୍ତାନ ବିପକ୍ଷରେ 6 ଟି ମ୍ୟାଚ ଖେଳି 5ଟିରେ ବିଜୟୀ ହୋଇଛି । ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ବରେ ପ୍ରଥମ ଥର ପାଇଁ ଟି-ଟ୍ବେଣ୍ଟି ବିଶ୍ବକପ ଜିତିଥିଲା । ମ୍ୟାଚକୁ ନେଇ ଫ୍ୟାନ୍ସଙ୍କ ସହ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ।

Last Updated : Feb 3, 2023, 8:29 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.