ଗୁଟଖା ବିକିଲେ ତଣ୍ଡ ଗଣିବେ OMFED ଦୋକାନୀ : BMC କମିଶନର

By

Published : Dec 22, 2022, 7:39 PM IST

Updated : Feb 3, 2023, 8:36 PM IST

thumbnail

ଭୁବନେଶ୍ବର : ବିଶ୍ୱ ହକି କପ୍ ପାଇଁ ଓମଫେଡ୍ ଦୋକାନୀକୁ ବିଏମସିର କଡ଼ା ଚେତାବନୀ । ଦୋକାନରେ ପାନ ଗୁଟଖା ବିକ୍ରି ପାଇଁ ବାରଣ । ଅମାନିଆ ହୋଇ ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଓମଫେଡ ଦୋକାନ ଗୁଡ଼ିକ ଯେଉଁ ଉଦେଶ୍ୟରେ କରାଯାଇଛି ସେହି ଉଦ୍ଦେଶ୍ୟରେ କାମ କରାଯାଉ । ଏହାସହ ପ୍ରତ୍ୟେକ ଦୋକାନୀ ନିଜ ୫ ମିଟର ଏରିଆକୁ ନିଜେ ସଫା ରହିବେ। ଶୁଖିଲା ଓ ଓଦା ଅଳିଆ ଅଲଗା ନରଖିଲେ ୫ ହଜାର ଜୋରିମାନା ନହେଲେ ଦୋକାନ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି ବିଏମସି କମିଶନର।

Last Updated : Feb 3, 2023, 8:36 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.