ଆରମ୍ଭ ହେଲା ଷୋଡ଼ଶ ଉପଚାର ପୂଜା, କମ୍ପୁଛି କଟକର ଶକ୍ତି ପୀଠ

By

Published : Sep 18, 2022, 5:12 PM IST

Updated : Feb 3, 2023, 8:28 PM IST

thumbnail

କଟକ: ଷୋଡଶ ଉପଚାର ପୂଜାରେ କମ୍ପୂଛି କଟକର ଶକ୍ତିପୀଠ । ଗତକାଲି ଠୁ ନବ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଛି । ଯାହାକୁ ନେଇ କଟକରେ ଏକ ସ୍ବତନ୍ତ୍ର ବାତାବରଣ ସୃଷ୍ଟି ହୋଇଛି । ତେବେ ଏହାକୁନଜରରେ ରଖି କଟକର ଶକ୍ତି ପୀଠ ମଧ୍ୟରେ ଅନ୍ୟତମ ଥିବା ମା' କଟକ ଚଣ୍ଡୀ ଓ ଗଡ଼ ଚଣ୍ଡୀଙ୍କ ନିକଟକୁ ଛୁଟିଛି ଭକ୍ତଙ୍କ ଭିଡ଼ । ତେବେ ମନ୍ଦିର ରେ ସ୍ବତନ୍ତ୍ର ପୂଜା ଜାରି ରହିବା ସହ ଯଜ୍ଞ ଆହୁତି କାର୍ଯ୍ୟ ମଧ୍ୟ ଜାରି ରହିଛି। ତେବେ ମୂଳା ଅଷ୍ଟମୀରୁ ଆରମ୍ଭ ହୋଇଥିବା ମା'ଙ୍କ ବେଶ ସମୂହ ଦୁର୍ଗାଷ୍ଟମୀରେ ଶେଷ ହେବ । ଏହାପରେ ମାଆଙ୍କ ପିଣ୍ଡକୁ ଯଥାବିଧି ପୂର୍ବକ ନଦୀରେ ବିସର୍ଜନ କରାଯିବାର ନିୟମ ରହିଛି । ଇଟିଭି ଭାରତ, କଟକ

Last Updated : Feb 3, 2023, 8:28 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.