ନବରାତ୍ର ପୂଜାର ଚତୁର୍ଥ ଦିନ, କୁଷ୍ମାଣ୍ଡା ରୂପରେ ପୂଜା ପାଉଛନ୍ତି ମା'

By

Published : Sep 29, 2022, 10:24 PM IST

Updated : Feb 3, 2023, 8:28 PM IST

thumbnail

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ମା' ଙ୍କର ସ୍ବତନ୍ତ୍ର ପୂଜାର୍ଚ୍ଚନା ଚାଲିଥିବା ବେଳେ ବିଭିନ୍ନ ଶକ୍ତି ପୀଠରେ ଚାଲିଛି ମା' ଙ୍କ ପୂଜାର୍ଚ୍ଚନା । ଭବାନୀପାଟଣା ସହରର ନକଟିଗୁଡା ପୂଜା ମଣ୍ଡପ, ବାହାଦୂର ବଗିଚା ପଡା ଦୁର୍ଗାପୂଜା ମଣ୍ଡପ ସହ ଜୁନାଗଡ଼ର ବିଭିନ୍ନ ପୂଜାମଣ୍ଡପ ଏବଂ ଶକ୍ତି ପୀଠରେ ମା’ ନବରାତ୍ର ପୂଜା ଚାଲିଛି। ତେବେ ଆଜି (ଗୁରୁବାର) କୁଷ୍ମାଣ୍ଡା ରୂପରେ ମା’ଙ୍କର ପୂଜା କରାଯାଉଛି । ସେପଟେ ଅଧିଷ୍ଠିତ ଦେବୀ ମା' ମାଣିକେଶ୍ବରୀଙ୍କ ମନ୍ଦିରରେ ଷୋଡ଼ଶ ଉପଚାର ପୂଜା ଚାଲିଛି। ଇଟିଭି ଭାରତ, କଳାହାଣ୍ଡି

Last Updated : Feb 3, 2023, 8:28 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.