ହିମ ଚାଦରରେ ଢାଙ୍କି ହୋଇଛି ଡୋଡା, ତୁଷାରପାତର ମଜା ନେଉଛନ୍ତି ଲୋକେ

By

Published : Nov 14, 2022, 3:14 PM IST

Updated : Feb 3, 2023, 8:32 PM IST

thumbnail

ଶ୍ରୀନଗର: ଆରମ୍ଭ ହୋଇଯାଇଛି ଶୀତର ଲହରୀ, ଜମ୍ମୁ କାଶ୍ମୀରରେ ଶୀତର ପ୍ରକୋପ ବଢିବା ସହ ବିଭିନ୍ନ ସ୍ଥାନର ଆରମ୍ଭ ହୋଇଯାଇଛି ତୁଷାରପାତ। ଜମ୍ମୁ କାଶ୍ମୀରର ଡୋଡା ଜିଲ୍ଲାରେ ପ୍ରବଳ ଥଣ୍ଡା ଅନୁଭୂତ ହେବା ସହ ଆଜି ସକାଳ ସମୟରେ ତୁଷାରପାତ ଆରମ୍ଭ ହୋଇଯାଇଛି ।

Last Updated : Feb 3, 2023, 8:32 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.