ପରିବର୍ତ୍ତନଶୀଳ ସମୟ ସହ ଲାଇବ୍ରେରୀର ଢାଞ୍ଚାରେ ବି ପରିବର୍ତ୍ତନ ଆବଶ୍ୟକ: ଡଃ ଅଳକା ରାୟ

By ETV Bharat Odisha Team

Published : Nov 28, 2023, 10:47 PM IST

thumbnail

ନୂଆଦିଲ୍ଲୀ: ପୁସ୍ତକରେ କେବଳ ଜ୍ଞାନ ନୁହେଁ, ସେଥିରେ ଏମିତି ଏକ ଆଲୋକ ରହିଛି ଯାହାକି ଅନ୍ଧାରରେ ବି କାମ କରେ । ଏଭଳି ସ୍ଥିତିରେ ଡିଜିଟାଲାଇଜେସନ ପୁସ୍ତକର ବ୍ୟବହାରକୁ ଆହୁରି ସହଜ କରିଦେଇଛି । ଏହାକୁ ଅନେକ ପ୍ରକାର ରୂପ ଦେଇଛି । ଆମେ ସମସ୍ତେ ଜାଣନ୍ତି ପୁସ୍ତକର ଡିଜିଟାଲାଇଜେସନ କୋରୋନା ମହାମାରୀ ସମୟରେ ଅଧିକ ଲୋକପ୍ରିୟ ହୋଇଥିବା ବେଳେ ଏହା ସହାୟତା ମଧ୍ୟ ଯୋଗାଇଥିଲା । ଏବେ ଅଧିକାଂଶ ପାଠକ ମୋବାଇଲ ଓ କମ୍ପ୍ୟୁଟରରେ ପଢିବାକୁ ବେଶୀ ବନ୍ଦ କରୁଛନ୍ତି । ଫଳରେ ପ୍ରିଣ୍ଟ ବା ମୁଦ୍ରିତ ପୁସ୍ତକରୁ ପଢ଼ିବାର ଅଭ୍ୟାସ ମଧ୍ୟ ହ୍ରାସ ପାଉଛି । ଏଥିଲାଗି ଲାଇବ୍ରେରୀକୁ ଆକର୍ଷିତ କରିବାର ଅଧିକ ଆବଶ୍ୟକ ରହିଛି । ଏହା ହିଁ ଜଣେ ଲାଇବ୍ରେରିଆନର କଳା ହେବା ଆବଶ୍ୟକ । ପରିବର୍ତ୍ତନଶୀଳ ସମୟ ସହ ଲାଇବ୍ରେରୀର ଢାଞ୍ଚାରେ ବି ପରିବର୍ତ୍ତନ ସମ୍ପର୍କରେ ଇଟିଭି ଭାରତ ସହ ଅଧିକ ଆଲୋଚନା କରିଛନ୍ତି ଦିଲ୍ଲୀ ସ୍ଥିତ ଆମ୍ବେଦକର ବିଶ୍ବବିଦ୍ୟାଳୟର ଲାଇବ୍ରେରିଆନ ଡଃ ଅଳକା ରାୟ । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.