Republic Day: ଲୋକପ୍ରିୟ କଣ୍ଠଶିଳ୍ପୀ ସାନ୍‌ଙ୍କ ସହ ଗୀତ ଗାଇଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

By

Published : Jan 26, 2023, 11:07 PM IST

Updated : Feb 3, 2023, 8:39 PM IST

thumbnail

ଭୋପାଳ: ମଧ୍ୟପ୍ରଦେଶ ଜବଲପୁରରେ ଆୟୁର୍ବେଦ କଲେଜ ମୈଦାନରେ ୭୪ତମ ଗଣତନ୍ତ୍ର ଦିବସ ପାଳିତ ହୋଇଛି । ଏହି ସମାରୋହରେ ବଲିଉଡ ଲୋକପ୍ରିୟ ପ୍ଲେବ୍ୟାକ ସିଙ୍ଗର ସାନ୍‌ ଯୋଗ ଦେଇ ନିଜ ସୁମଧୁର କଣ୍ଠରେ ସମସ୍ତଙ୍କୁ ବିମୋହିତ କରିଥିଲେ । ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ଉପସ୍ଥିତ ରହିଥିଲେ । ତେବେ ସେ କଣ୍ଠଶିଳ୍ପୀ ସାନ୍‌ଙ୍କ ସହ ଗୀତ ଗାଇଥିବା ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ଓ ସାନ୍‌ଙ୍କ ଜୁଗଳବନ୍ଦୀକୁ ଉପସ୍ଥିତ ଦର୍ଶକ ବେଶ ପସନ୍ଦ କରିଥିଲେ ।  

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.