ଆଜି ବଡ଼ଦିନ, ଆଲୋକ ମାଳାରେ ଝଲସିଲା ଚର୍ଚ୍ଚ

By ETV Bharat Odisha Team

Published : Dec 25, 2023, 6:23 AM IST

Updated : Dec 25, 2023, 7:55 AM IST

thumbnail

Christmas Celebration 

ତାମିଲନାଡୁ: ଆଜି ବଡ଼ ଦିନ ।  ମଧ୍ୟ ରାତ୍ରୀରେ ଧାରା ପୃଷ୍ଠକୁ ଓହ୍ଲାଇଛନ୍ତି ପ୍ରଭୁ ଯୀଶୁ । ଏଥିପାଇଁ ଚଳଚଞ୍ଚଳ ଦେଶର ବିଭାନ୍ନ ଚର୍ଚ୍ଚ । ଖ୍ରୀଷ୍ଟମାସ ଡେ' ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ମୁଖ୍ୟ ପର୍ବ ହୋଇଥିବା ବେଳେ ଏହାକୁ ସାରା ବିଶ୍ବବାସୀ ବେଶ ଧୁମଧାମର ସହିତ ପାଳନ କରିଥାଆନ୍ତି । ଏହାକୁ ପାଳନ କରିବା ପାଇଁ ଧର୍ମାବଲମ୍ବୀଙ୍କ ଦେଖା ଦେଇଛି ବେଶ୍ ଉତ୍ସାହ ଏବଂ ଉଦ୍ଦୀପନା । ଏଥିପାଇଁ ତାମିଲନାଡୁ ଉଟିର ବିଭିନ୍ନ ଚର୍ଚ୍ଚଗୁଡ଼ିକରେ ଦେଖିବାକୁ ମଳିଛି ଭିଡ଼ । ଚର୍ଚ୍ଚଗୁଡିକରେ ବିଭିନ୍ନ ଆଲୋକ ମାଳାରେ ସୁସଜ୍ଜିତ କରାଯାଇଛି । ଚର୍ଚ୍ଚରେ ଏନ୍ତୁଡ଼ିଶାଳ ନିର୍ମାଣ କରାଯାଇ ଯୀଶୁଙ୍କ ଜନ୍ମ ବୃତ୍ତାନ୍ତକୁ ବ୍ୟାଖ୍ୟା କରାଯାଇଛି । ସବୁକିଛି ପ୍ରସ୍ତୁତ ଥିବାବେଳେ କେବଳ ସେହି ମୁହୂର୍ତ୍ତକୁ ସମସ୍ତଙ୍କ ଅପେକ୍ଷା କରିଥିଲେ । ପ୍ରଭୁ ଯୀଶୁ ମଦର ମେରିଙ୍କ ଗର୍ଭରୁ ଜନ୍ମ ଗ୍ରହଣ କରିଛନ୍ତି । 

Last Updated : Dec 25, 2023, 7:55 AM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.