ଧାମନଗରରେ ଜିତିବ ବିଜେପି: ପୃଥ୍ୱୀରାଜ

By

Published : Nov 4, 2022, 6:30 PM IST

Updated : Feb 3, 2023, 8:31 PM IST

thumbnail

ଭୁବନେଶ୍ବର: ଧାମନଗର ଉପନିର୍ବାଚନ ପାଇଁ ଗତକାଲି ସରିଛି ମତଦାନ ପ୍ରକ୍ରିୟା । ଏନେଇ ଆସନ୍ତା 6 ତାରିଖରେ ହେବ ଭୋଟ ଗଣତି ପ୍ରକ୍ରିୟା । ଅନ୍ୟପଟେ ଧାମନଗର ଉପନିର୍ବାଚନରେ ବିଜେପିର ବିଜୟ ସୁନିଶ୍ଚିତ ବୋଲି କହିଛନ୍ତି ପୃଥ୍ବୀରାଜ ହରିଚନ୍ଦନ । ସବୁ ବ୍ଲକରେ ଭଲ କରିଛି ବିଜେପି । ବିଜେପି ଧାମନଗର ଜିତିବା ଶତ ପ୍ରତିଶତ ସମ୍ଭାବନା ରହୁଛି । ବିଜେଡି ଔଷଧ ବିକଳରେ ତାଟିଆ କାମୁଡି ଗଣ୍ଡଗୋଳ କରୁଛି । ଗଣତନ୍ତ୍ରକୁ ହତ୍ୟା କରିବାକୁ ପ୍ରୟାସ କରିଛି ବିଜେଡି । ବିଜେଡିର ସବୁ ପ୍ରୟାସ ସତ୍ତ୍ବେ ବି ଭଲ ବ୍ୟବଧାନରେ ଜିତି ବିଜୟ ଟିକା ପିନ୍ଧିବ ବିଜେପି । ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 3, 2023, 8:31 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.