କନ୍ୟାରତ୍ନକୁ ହେଲିକପ୍ଟରରେ ଘରକୁ ଆଣିଲେ ପରିବାର, ଦେଖନ୍ତୁ ଖୁସିର ମୁହୂର୍ତ୍ତ

By

Published : Apr 6, 2022, 1:50 PM IST

Updated : Feb 3, 2023, 8:22 PM IST

thumbnail

ମୁମ୍ବାଇ: ସାଧାରଣତଃ ଘରେ ପୁଅଟିଏ ଜନ୍ମ ହେଲେ ସଭିଏଁ ଖୁସି ହୋଇଥାନ୍ତି । କିନ୍ତୁ ସମୟ ବଦଳିଛି । ଝିଅ ଜନ୍ମ ହୋଇଥିବାରୁ ମେଡିକାଲରୁ ନିଜ ଘରକୁ ପରିବାର ଲୋକେ ନିଆରା ଢଙ୍ଗରେ ସ୍ବାଗତ କରିଛନ୍ତି । ଏକ ହେଲିକପ୍ଟର ଯୋଗେ ଝିଅକୁ ଘରକୁ ଆଣିଛନ୍ତି ବିଶାଳ ଝାରଖର ପରିବାର ଲୋକେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ପୁଣେ ଜିଲ୍ଲାର ଖେଦରେ । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 3, 2023, 8:22 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.