ନୟାଗଡ଼ରେ ପ୍ରଚାର ମଙ୍ଗ ଧରିଛନ୍ତି ମନ୍ତ୍ରୀ, ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

By

Published : Mar 21, 2022, 3:00 PM IST

Updated : Feb 3, 2023, 8:20 PM IST

thumbnail

ନୟାଗଡ଼: ନୟାଗଡ଼ ମ୍ୟୁନିସିପାଲିଟିର ମଙ୍ଗ ଧରିଛନ୍ତି ମନ୍ତ୍ରୀ । ଡୋର ଟୁ ଡୋର ବୁଲି ଭୋଟ ମାଗୁଛନ୍ତି ବିଜେଡି ପ୍ରାର୍ଥିନୀ। ଜମୁଛି ଏଠାରେ ନିର୍ବାଚନ ପ୍ରଚାର। ଆଉ ପ୍ରଚାର ପାଇଁ ମୈଦାନକୁ ଓହ୍ଲାଇଛନ୍ତି ବିଜେଡି, ବିଜେପି ଏବଂ କଂଗ୍ରେସ ପ୍ରାର୍ଥିନୀ l ବିଜେଡି ଅଧ୍ୟକ୍ଷା ପ୍ରାର୍ଥିନୀ ନିରୁପମା ଖଟେଇଙ୍କ ପାଇଁ ପ୍ରଚାର କରୁଛନ୍ତି ମନ୍ତ୍ରୀ ଅରୁଣ ସାହୁ । ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ମାନର ପ୍ରଶ୍ନ ହୋଇଥିବାରୁ ଦିନରାତି ଏକ କରି ବିଜେଡି ପ୍ରାର୍ଥିନୀଙ୍କ ପାଇଁ କରୁଛନ୍ତି ପ୍ରଚାର । ଏଥର ପୁଣି ଅଧ୍ୟକ୍ଷା ଆସନ ବିଜେଡି ହାତକୁ ଯିବ ବୋଲି କୁହାଯାଉଛି । ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.