ଦକ୍ଷିଣ ଓଡିଶାରେ କଂଗ୍ରେସ ବିଜୟୀ ହେଲେ ଦଳ କ୍ଷମତାକୁ ଫେରିବ: ତାରା ବାହିନୀପତି

By

Published : Apr 1, 2022, 5:45 PM IST

Updated : Feb 3, 2023, 8:21 PM IST

thumbnail

ଭୁବନେଶ୍ବର: ଓଡିଶାରେ କଂଗ୍ରେସ ନେତୃତ୍ବ ପରିବର୍ତ୍ତନ ହେବାର ଆବଶ୍ୟକତା ରହିଛି । 2024 ନିର୍ବାଚନ ପାଇଁ ତାରା ବାହୀନିପତି ଦକ୍ଷିଣ ଓଡିଶାରେ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। କର୍ମୀ ସକ୍ରିୟ ହେଲେ ଦଳ ସକ୍ରିୟ ହେବ। ନିର୍ବାଚନ ଆସିଲେ ସଭାପତି ଅସୁସ୍ଥ ହୋଇ ପଡୁଛନ୍ତି। ଅର୍ଥ ବି ଖର୍ଚ୍ଚ କରୁନାହାଁନ୍ତି। ନେତୃତ୍ବ ଓ ଅର୍ଥ ସଂକଟର ସମ୍ମୁଖୀନ ହେଉଛୁ। ନିରଞ୍ଜନ ବାବୁ ଏକାଧିକ ଥର ଇସ୍ତଫା ଦେଲେଣି। ନେତୃତ୍ବ ପରିବର୍ତ୍ତନ ଖୁବ ଶୀଘ୍ର ହେବ। ତାଙ୍କ ଜାଗାରେ କିଏ ହେବେ ସୋନିଆ ଗାନ୍ଧି ନିଷ୍ପତ୍ତି ନେବେ। ଯିଏ ବି ସଭାପତି ହେବେ ଆମେ ସହଯୋଗ କରିବୁ । ଏକାଠି ଲଢିବୁ ବୋଲି ତାରା କହିଛନ୍ତି । ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Feb 3, 2023, 8:21 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.