Panchayat Polls: ପ୍ରସ୍ତୁତ ପରିବହନ ବିଭାଗ

By

Published : Feb 14, 2022, 1:15 PM IST

Updated : Feb 3, 2023, 8:11 PM IST

thumbnail

ବ୍ରହ୍ମପୁର: ଆଉ ମାତ୍ର ଦିନକ ପରେ ଅନୁଷ୍ଠିତ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏନେଇ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ନିର୍ବାଚନ ପରିଚାଳନା ପାଇଁ ଆବଶ୍ୟକ ରହିଥିବା ଯାନବାହାନ ଯୋଗାଇଦେବା ପାଇଁ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ଗଞ୍ଜାମ ଜିଲ୍ଲାର ୨୨ ଗୋଟି ବ୍ଳକରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରାୟ ଏକ ହଜାରରୁ ୧୧ ଶହ ଯାନବାହନର ଆବଶ୍ୟକ ରହିଥିବା ବେଳେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ବିଭିନ୍ନ ଯାନବାହନ ଗୁଡ଼ିକୁ ଅଧିଗ୍ରହଣ କରାଯାଉଛି । ବ୍ରହ୍ମପୁର ସହରରେ ଜିଲ୍ଲା ପରିବହନ ବିଭାଗ ଅଧିକାରୀ ବିକାଶ ଚନ୍ଦ୍ର ଚୈଧୁରୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ ।

Last Updated : Feb 3, 2023, 8:11 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.