ବର୍ଷା ପ୍ରିୟଦର୍ଶିନୀଙ୍କ ନୂଆ ଚଳଚ୍ଚିତ୍ର ବିଜୟିନୀ ଟିମ ସହ ସ୍ବତନ୍ତ୍ର ବାର୍ତ୍ତାଳାପ

By

Published : Nov 15, 2021, 9:01 PM IST

thumbnail

ଭୁବନେଶ୍ବର: ରିଲିଜ ହୋଇଛି ବର୍ଷା ପ୍ରିୟଦର୍ଶିନୀଙ୍କ ନୂଆ ଚଳଚ୍ଚିତ୍ର ବିଜୟିନୀ ବିଜୟୀ ଭବଃ । ଭୁବନେଶ୍ବରର ସ୍ଵାତୀ ସିନେ କମ୍ପ୍ଲେକ୍ସରେ ଏହି ଚଳଚ୍ଚିତ୍ରର ପ୍ରିମିୟର ଅନୁଷ୍ଠିତ ହୋଇଯାଇଛି । ଏହି ଚଳଚ୍ଚିତ୍ରଟି ମହିଳା ସଶକ୍ତିକରଣର କଥାବସ୍ତୁକୁ ନେଇ ଆଧାରିତ ଚିରାଚରିତ କାହାଣୀରୁ ସମ୍ପୂର୍ଣ୍ଣ ଭିନ୍ନ ଭାବରେ ପ୍ରସ୍ତୁତ କରାଯାଇଛି। ତେବେ ଏହି ଅବସରରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ଟିମ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ଦେବସ୍ମିତା ରାଉତ । ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.