Ukraine War: ସମସ୍ତଙ୍କ ଉଦ୍ଧାର ପର୍ଯ୍ୟନ୍ତ ଜାରି ରହିବ ମିଶନ, ରାତିିଦିନ କାମ କରୁଛି ବୈଦେଶିକ ମନ୍ତ୍ରଣାଳୟ

By

Published : Feb 26, 2022, 5:04 PM IST

Updated : Feb 3, 2023, 8:17 PM IST

thumbnail

ଗୁଡ ମର୍ଣ୍ଣିଙ୍ଗ ଫ୍ରେଣ୍ଡ୍ସ... ଯୁଦ୍ଧଗ୍ରସ୍ତ ଅଞ୍ଚଳରୁ ଆପଣ ମାନଙ୍କୁ ସୁରକ୍ଷିତ ଭାବେ ସ୍ବଦେଶ ଫେରାଇ ନେବା ପାଇଁ ଭାରତ ସରକାର ବୈଦେଶିକ ମନ୍ତ୍ରଣାଳୟ ଦିନ ରାତି କାମ କରୁଛନ୍ତି । ଯେ ପର୍ଯ୍ୟନ୍ତ ଶେଷ ଭାରତୀୟ ଉଦ୍ଧାର ହୋଇନାହାଁନ୍ତି ସେ ପର୍ଯ୍ୟନ୍ତ ଏହି ମିଶନ ଜାରି ରହିବ । ଆପଣ ମାନଙ୍କ ଯାତ୍ରା ମଙ୍ଗଳମୟ ହେଉ...ଜୟ ହିନ୍ଦ । ଏହା ଥିଲା ରୋମାନିଆରେ ଅବସ୍ଥାପତି ଭାରତୀୟ ରାଷ୍ଟ୍ରଦୂତ ରାହୁଲ ଶ୍ରୀବାସ୍ତଙ୍କ ବକ୍ତବ୍ୟ । ଆଜି ରୋମାନିଆରୁ ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ନେଇ ପ୍ରଥମ ବିମାନ ଉଡାଣ ପୂର୍ବରୁ ବିମାନକୁ ଆସି ଉଦ୍ଧାର ଭାରତୀୟଙ୍କ ଉଦ୍ଦେଶ୍ୟରେ ଏହା କହିଛନ୍ତି ।

Last Updated : Feb 3, 2023, 8:17 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.