କଟକଣା ପରେ ମିଳିଲା ଲିଙ୍ଗରାଜ ଦର୍ଶନର ସୁଯୋଗ, ପ୍ରତିକ୍ରିୟା ରଖିଲେ ଭକ୍ତ

By

Published : Apr 9, 2022, 5:42 PM IST

Updated : Feb 3, 2023, 8:22 PM IST

thumbnail

ଭୁବନେଶ୍ବର: ଗଡିଲା ଅଣଲେଉଟା ରୁକୁଣା ରଥ । ଶ୍ରୀ ଶ୍ରୀ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଦୀର୍ଘ ଦୁଇ ବର୍ଷ ପରେ ଅନୁଷ୍ଠିତ ହୋଇଛି । ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି ପ୍ରଭୁ ଲିଙ୍ଗରାଜ ମନ୍ଦିର ସମ୍ମୁଖରେ । କଟକଣା ପରେ ପ୍ରଭୁଙ୍କ ଦର୍ଶନ କରି ବିମୋହିତ ହୋଇଛନ୍ତି ଭକ୍ତ । ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Feb 3, 2023, 8:22 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.