Rukuna Rath Jatra: 2 ବର୍ଷ ପରେ ରଥଟଣା, ଅପୂର୍ବ ଆନନ୍ଦ ଲାଗୁଛି: ସୁର

By

Published : Apr 9, 2022, 8:50 PM IST

Updated : Feb 3, 2023, 8:22 PM IST

thumbnail

ଭୁବନେଶ୍ବର: ରୁକୁଣା ରଥ ଟଣା ଉତ୍ସବରେ ଖୁସିବ୍ୟକ୍ତ କଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ଦୀର୍ଘ ଦୁଇ ବର୍ଷ ପରେ ରଥଟଣା ନୀତି ହେଉଥିବାରୁ ଏହାକୁ ଅପୂର୍ବ ଆନନ୍ଦ ବୋଲି କହିଛନ୍ତି ସୁର । ସଭିଏଁ ଏକାଠି ହୋଇ ଆନନ୍ଦରେ ପ୍ରଭୁଙ୍କ ରୁକୁଣା ରଥଯାତ୍ରା ନୀତି ସମ୍ପନ୍ନ କରିବାକୁ ପଣ କରିଛୁ ବୋଲି କହିଛନ୍ତି । ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Feb 3, 2023, 8:22 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.