ଉଦଘାଟନ ହେଲା ତାଳଦଣ୍ଡା କେନାଲ ରୋଡ଼

By

Published : Oct 10, 2020, 9:48 PM IST

thumbnail

କଟକ: ଉଦଘାଟନ ହେଲା କଟକ ତାଳଦଣ୍ଡା କେନାଲର ନୂଆ ରୋଡ଼ । ଏହି 3 ଲେନ ବିଶିଷ୍ଟ ରୋଡ଼କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଜାନୁଆରୀ 1 ତାରିଖରେ ଏନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ମାର୍ଚ୍ଚ ମାସରୁ ଆରମ୍ଭ ହୋଇଥିଲାକଟକ: ଉଦଘାଟନ ହେଲା କଟକ ତାଳଦଣ୍ଡା କେନାଲର ନୂଆ ରୋଡ଼ । ଏହି 3 ଲେନ ବିଶିଷ୍ଟ ରୋଡ଼କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଜାନୁଆରୀ 1 ତାରିଖରେ ଏନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ମାର୍ଚ୍ଚ ମାସରୁ ଆରମ୍ଭ ହୋଇଥିଲା କାମ । ତେବେ ଅନେକ ଦିନର ଅପେକ୍ଷା ପରେ ଆଜି କଟକ ଏସସିବି ମେଡିକାଲକୁ ଲାଗି ରହିଥିବା ତାଳଦଣ୍ଡା କେନାଲ ରୋଡ଼ ନୂଆ ରୂପ ପାଇଛି । କାମ । ତେବେ ଅନେକ ଦିନର ଅପେକ୍ଷା ପରେ ଆଜି କଟକ ଏସସିବି ମେଡିକାଲକୁ ଲାଗି ରହିଥିବା ତାଳଦଣ୍ଡା କେନାଲ ରୋଡ଼ ନୂଆ ରୂପ ପାଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.