ଡୋଡାରେ ତୁଷାରପାତ ଆରମ୍ଭ, କ୍ୟାମେରାରେ କଏଦ ମନଲୋଭା ଦୃଶ୍ୟ

By

Published : Jan 23, 2022, 1:00 PM IST

thumbnail

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଶୀତ ପ୍ରକୋପ ଜାରି । ଆଜି ସକାଳେ ଡୋଡା ଜିଲ୍ଲାରେ ଆରମ୍ଭ ହୋଇଯାଇଛି ତୁଷାରପାତ । ବରଫ ଚାଦରରେ ଘୋଡାଇ ହୋଇଛି ଡୋଡା ଜିଲ୍ଲା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.