ଉଜାଡିଲା 'ଅମ୍ଫାନ', ସଜାଡୁଛି ଏନଡିଆରଏଫ

By

Published : May 21, 2020, 12:34 PM IST

thumbnail

କୋଲକତା: ପଶ୍ଚିମବଙ୍ଗରେ ତାଣ୍ଡବ ରଚିଛି 'ଅମ୍ଫାନ' । ଏହାର ପ୍ରକୋପରେ ଡ୍ୟାମଗୁଡିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଲୋକଙ୍କ ସୁରକ୍ଷାକୁ ନଜରରେ ରଖି ଏନଡିଆରଏଫ ପଶ୍ଚିମବଙ୍ଗର ଦୀଘା ଓ ମନ୍ଦାରମାନୀ ଅଞ୍ଚଳରୁ ପ୍ରାୟ 400 ଲୋକଙ୍କୁ ବାତ୍ୟା ଆଶ୍ରାୟସ୍ଥଳୀକୁ ସ୍ଥାନାନ୍ତରିତ କରିଛନ୍ତି । ସେହିପରି ପଶ୍ଚିମବଙ୍ଗର ଦୀଘା, ଥୀକରା ମୋର, ଛତ୍ରଧର, ମହିଷାଗଟ୍‌ରେ ଅଧିକାଂଶ ଗଛ ଉପୁଡିପଡିଛି । ତାଜପୁର, ଜାମୁଆ, ଶଙ୍କାରପୁର, ଜାଲଦା, ଚାନ୍ଦପୁରରେ ଅନେକ କ୍ଷୟକ୍ଷତି ଘଟିଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.