ସାମୁଦ୍ରିକ ଝଡବାତ୍ୟା: ଆକଳନ ନୁହେଁ, ପ୍ରଭାବ ନେଇ ପୂର୍ବାନୁମାନ କରୁଛୁ- ମୃତ୍ୟୁଞ୍ଜୟ ମହାପାତ୍ର

By

Published : May 29, 2021, 6:18 PM IST

Updated : May 29, 2021, 9:00 PM IST

thumbnail

ଭୁବନେଶ୍ବର: ଦେଶର ସାଇକ୍ଲୋନମ୍ୟାନଙ୍କୁ ନେଇ ସବୁଠି ଚର୍ଚ୍ଚା । କିଏ ଏହି ସାଇକ୍ଲୋନ ମ୍ୟାନ ? ପ୍ରାକୃତିକ ବିପର୍ଯ୍ୟୟ ବେଳେ କଣ ତାଙ୍କର ଭୂମିକା । ବିକଶିତ ଦେଶ ସହ ତାଳ ଦେଇ ଭାରତୀୟ ପାଣିପାଗ ବିଭାଗ ଆଜି ବାତ୍ୟାର ସଠିକ ଆକଳନ କରି ଚର୍ଚ୍ଚାରେ । ଆଉ ଯେଉଁଥିରେ ରହିଛି ଓଡିଆ ପୁଅଙ୍କ ଗବେଷଣା ଓ କଠିନ ପରିଶ୍ରମ । ସେ ହେଉଛନ୍ତି ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ଇଟିଭି ଭାରତ ଡିଜିଟାଲ ଡାଏଲଗକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ସେ କହିଛନ୍ତି, ନିଜ ପିଲାବେଳେର ସ୍ମରଣୀୟ ମୁହୂର୍ତ୍ତ ଓ ପରିବାର କଥା । ଏହାସହ ବାତ୍ୟା ନେଇ ବର୍ତ୍ତମାନ ଓ ଭବିଷ୍ୟତର ରଣନୀତି ଓ ଯୋଜନା ସମ୍ପର୍କରେ ସୂଚନା ଦେଇଛନ୍ତି ମୃତ୍ୟୁଞ୍ଜୟ ମହାପାତ୍ର । ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡିଓ...

Last Updated : May 29, 2021, 9:00 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.