ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର, ଦେଖନ୍ତୁ ଭିଡିଓ....

By

Published : Mar 10, 2021, 6:56 PM IST

thumbnail

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଚଳିତ ବର୍ଷର ବଜେଟ ଉପସ୍ଥାପନା କରିଛନ୍ତି । ଗତ ବର୍ଷ ତୁଳନାରେ ବଜେଟରେ ଚାରି ହଜାର କୋଟି ଟଙ୍କାର ଅଧିକ ବ୍ୟବସ୍ଥା କରାଯାଇଛି । ଅର୍ଥର ଉପଯୁକ୍ତ କାରବାର ଯୋଗୁଁ ଉପଯୁକ୍ତ ବଜେଟ କରାଯାଇଛି ବୋଲି କହିଛନ୍ତି । ଏହା ସହ ସରକାର ଲୋକଙ୍କ ପଇସାକୁ ବିଦ୍ୟୁତ,ପାଣି,ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ବ୍ୟୟ କରିଛନ୍ତି । ଯାହ ଲୋକଙ୍କ ଟ୍ୟାକ୍ସ ଆକାରରେ ଦେଉଛନ୍ତି ସରକାର ସେମାନଙ୍କ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି । ସେହିପରି ଦେଶଭକ୍ତି ନେଇ କହିଛନ୍ତିଲ ଯେ ଦେଶ ସ୍ବାଧିନତା ପାଇ 75 ବର୍ଷ ହୋଇଛି । ଆଗାମୀ ବର୍ଷ ଦେଶ 75 ତମ ବର୍ଷ ଉପଲକ୍ଷେ ସମସ୍ତଙ୍କୁ ଦେଶପ୍ରେମରେ ଅଭିବ୍ୟକ୍ତ କରିବା ଆବଶ୍ୟକ । ଏନେଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ସହିତ ଇଟିଭି ଭାରତର ଦିଲ୍ଲୀ ସମ୍ବାଦଦାତା ଆଲୋଚନା କରିଛନ୍ତି । ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.