ଅଟକିଲା ପ୍ରଧାନମନ୍ତ୍ରୀଙ୍କ କାରକେଡ୍, ଆମ୍ବୁଲାନ୍ସକୁ ଛାଡିଲେ ବାଟ

By

Published : Nov 9, 2022, 4:02 PM IST

Updated : Feb 3, 2023, 8:31 PM IST

thumbnail

ଶିମଲା: ଆମ୍ବୁଲାନ୍ସ ପାଇଁ ଅଟକିଲା ପ୍ରଧାନମନ୍ତ୍ରୀଙ୍କ କାରକେଡ୍ (PM Modi stopped his convoy for a Ambulance)। ହିମାଚଳ ପ୍ରଦେଶର ଚମ୍ବିରେ ପ୍ରଧାନମନ୍ତ୍ରୀଙ୍କ କନଭୟ୍ ଅତିକ୍ରମ କରୁଥିବା ବେଳେ ଏକ ଆମ୍ବୁଲାନ୍ସ ଆସିଥିଲା । ଫଳରେ ପ୍ରଧାନମନ୍ତ୍ରୀଙ୍କ କାରକେଡକୁ କିଛି ସମୟ ଧରି ଅଟକି ରହିବାକୁ ପଡିଥିଲା । ଆମ୍ବୁଲାନ୍ସଟି ଅତିକ୍ରମ କରିବା ପରେ ପ୍ରଧାନମନ୍ତ୍ରୀ ଗନ୍ତବ୍ୟସ୍ଥଳ ଅଭିମୁଖେ ବାହାରିଥିଲେ । ଦେଖନ୍ତୁ ଭିଡିଓ

Last Updated : Feb 3, 2023, 8:31 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.