ETV Bharat / state

ଲକଡାଉନ ହେବ କଡାକଡି: ଏସପି ସାଗରିକା

author img

By

Published : May 2, 2021, 9:04 PM IST

Updated : May 3, 2021, 6:25 AM IST

ଲକଡାଉନକୁ ଶୃଙ୍ଖଳିତ ଓ କଡାକଡି ଭାବେ ପାଳନ କରାଯିବା ନେଇ ଜିଲ୍ଲା ପୋଲିସ ବାହିନୀଙ୍କୁ ସୁନ୍ଦରଗଡ ଏସପି ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

ସକଡାଉନ ହେବ କଡାକଡି: ଏସପି ସାଗରିକା ନାଥ
ସକଡାଉନ ହେବ କଡାକଡି: ଏସପି ସାଗରିକା ନାଥ

ସୁନ୍ଦରଗଡ: ଲକଡାଉନ ନିୟମକୁ କଡାକଡି ଭାବେ ପାଳନ କରିବାକୁ ଡିଜିପି ଅଭୟ ଆଦେଶ ଦେବା ପରେ ସୁନ୍ଦରଗଡ ଏସ.ପି କଠୋର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ଜିଲ୍ଲାର ତିନୋଟି ସହରାଞ୍ଚଳ ଯଥାକ୍ରମେ ବୀରମିତ୍ରପୁର, ରାଜଗାଙ୍ଗପୁର ଓ ସୁନ୍ଦରଗଡ ଟାଉନରେ କୋଭିଡ କଟକଣାକୁ ଜୋରଦାର କରିବା ନେଇ ସେ ବ୍ୟବସ୍ଥା କରିଥିବା ସହ ଏ ନେଇ ତାଙ୍କ ପୋଲିସ ବଳଙ୍କୁ ସତର୍କ କରାଇଥିବା କଥା କହିଛନ୍ତି ।

ଲକଡାଉନ ହେବ କଡାକଡି: ଏସପି ସାଗରିକା

ଅମାନିଆଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସେ ନିର୍ଦ୍ଦେଶ ଦେଇଥିବା କଥା କହିଛନ୍ତି । ଏହାସହ ଝାଡଖଣ୍ଡ ରାଜ୍ୟ ଓ ଛତିଶଗଡ ରାଜ୍ୟରୁ ସୁନ୍ଦରଗଡ ଜିଲ୍ଲାକୁ ପ୍ରବେଶ କରୁଥିବା ସମସ୍ତ ଗାଡି ଉପରେ କଟକଣା ଲାଗାଯାଉଥିବା ବେଳେ ସେହି ସବୁ ଅଞ୍ଚଳରେ ମୋବାଇଲ ପୋଲିସକୁ ଅଧିକ ସୁଦୃଢ କରାଯାଇଥିବା କଥା ସେ କହିଛନ୍ତି ।

ସୁନ୍ଦରଗଡ଼ରୁ ହରିହର ଦାସମହାପାତ୍ର, ଇଟିଭି ଭାରତ

Last Updated : May 3, 2021, 6:25 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.