ETV Bharat / state

ଟୋକନ ବ୍ୟବସ୍ଥାକୁ ବିରୋଧ: ମୁମ୍ବାଇ-କୋଲକାତା ରାଜରାସ୍ତା ଅବରୋଧ

author img

By

Published : Dec 17, 2019, 2:24 PM IST

Updated : Dec 17, 2019, 8:38 PM IST

ପୁଣି ଚାଷୀ ଆନ୍ଦୋଳନ । ସମ୍ବଲପୁର ବରେଇପାଲି ଛକ ନିକଟରେ ରାଜରାସ୍ତା ଅବରୋଧ କରିଛନ୍ତି ଶହଶହ ଚାଷୀ ।

farmers protest for tokon system
ଟୋକନ ବ୍ୟବସ୍ଥାକୁ ବିରୋଧ

ସମ୍ବଲପୁର: ପୁଣି ଆନ୍ଦୋଳନରେ ଚାଷୀ । ମୁଖ୍ୟତଃ ଟୋକନ ବ୍ୟବସ୍ଥାରେ ଧାନ ସଂଗ୍ରହ ପ୍ରକ୍ରିୟାରେ ବହୁ ଅସୁବିଧା ହେଉଥିବା ଅଭିଯୋଗ କରି ଆଜି(ମଙ୍ଗଳବାର) ସମ୍ବଲପୁରର ଚାଷୀ ଏହାର ଉଚ୍ଛେଦ ଦାବି କରି ରାଜରାସ୍ତାକୁ ଓହ୍ଲାଇଛନ୍ତି । ଦିନ 11 ଟାରୁ ସମ୍ବଲପୁର ବାରେଇପାଲି ଛକ ଠାରେ ମୁମ୍ବାଇ କୋଲକାତା ରାଜରାସ୍ତାକୁ ଅବରୋଧ କରିଛନ୍ତି ।

ଟୋକନ ବ୍ୟବସ୍ଥାକୁ ବିରୋଧ


ସମ୍ବଲପୁର ବାରେଇପାଲି ଛକ ନିକଟରେ ରାଜରାସ୍ତା ଅବରୋଧ କଲେ ଚାଷୀ । ଟୋକନ ବ୍ୟବସ୍ଥାକୁ ବିରୋଧ କରି ସୋମବାର ସିଏସଓ ଅଫିସ ଘେରିଥିବାବେଳେ ରାଜରାସ୍ତା ଅବରୋଧ କରିଛନ୍ତି ଚାଷୀ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଚାଷୀ କହିଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ରେ ଆଜି ପୁଣି ଚାଷୀ ଆନ୍ଦୋଳନ ଦେଖାଯାଇଛି।ମୁଖ୍ୟତଃ ଟୋକନ ବ୍ୟବସ୍ଥା ରେ ଧାନ ସଂଗ୍ରହ ପ୍ରକ୍ରିୟା ରେ ବହୁ ଅସୁବିଧା ହେଉଥିବା ଅଭିଯୋଗ କରି ଆଜି ସମ୍ବଲପୁର ର ଚାଷୀ ଏହାର ଉଚ୍ଛେଦ ଦାବି କରି ରାଜ ରାସ୍ତା କୁ ଓହ୍ଲାଇଛନ୍ତି।ଆଜି ଦିନ 11 ଟାରୁ ସମ୍ବଲପୁର ବାରେଇପାଲି ଛକ ଠାରେ ମୁମ୍ବାଇ କୋଲକାତା ରାଜ ରାସ୍ତାକୁ ଅବରୋଧ କରିଛନ୍ତି।


Body:ରାଜ ରାସ୍ତା ରେ ଚାଷୀ।ସମ୍ବଲପୁର ବାରେଇପାଲି ଛକ ନିକଟରେ ରାଜ ରାସ୍ତା ଅବରୋଧ କଲେ ଚାଷୀ। ଟୋକାନ ବ୍ୟବସ୍ଥା କୁ ବିରୋଧ କରି ଗତ କାଲି ସି ଏସ ଓ ଅଫିସ ଘେରିଥିବା ବେଳେ ଆଜି ରାଜ ରାସ୍ତା ଅବରୋଧ କରିଛନ୍ତି ଚାଷୀ। ଆଜି ଦିନ 11 ଟାରୁ ଚାଷୀ ରାସ୍ତା ଅବରୋଧ କରିବାରୁ ରାଜ ରାଜ ରାସ୍ତାରେ ଶହ ଶହ ଗାଡି ଅଟକି ରହିଛି।


Conclusion:ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ରୁ ଓହରିବେ ନାହିଁ ବୋଲି ଚାଷୀ କହିଛନ୍ତି।
Last Updated : Dec 17, 2019, 8:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.