ETV Bharat / state

ସମ୍ବଲପୁରରେ ରୁରାଲ ହାଉସିଂ ଯୋଜନା ନେଇ କର୍ମଶାଳା

author img

By

Published : Aug 27, 2019, 7:00 PM IST

ସମ୍ବଲପୁର ଜିଲ୍ଲାର ଡିଆରଡିଏ ସମ୍ମିଳନୀ କକ୍ଷରେ ଆଜି ସମ୍ବଲପୁର ସମେତ 4 ଟି ଜିଲ୍ଲାର ରୁରାଲ ହାଉସିଂ ଯୋଜନାର ବ୍ଲକ ପ୍ରୋଜେକ୍ଟ କୋଅଡିନେଟର ଓ ବ୍ଲକ ପ୍ରୋଜେକ୍ଟ ଆସିଷ୍ଟାଣ୍ଟ ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ଜିଲ୍ଲାର ଡିଆରଡିଏ ସମ୍ମିଳନୀ କକ୍ଷରେ ଆଜି ସମ୍ବଲପୁର ସମେତ 4 ଟି ଜିଲ୍ଲାର ରୁରାଲ ହାଉସିଂ ଯୋଜନାର ବ୍ଲକ ପ୍ରୋଜେକ୍ଟ କୋଡିନେଟର ଓ ବ୍ଲକ ପ୍ରୋଜେକ୍ଟ ଆସିଷ୍ଟାଣ୍ଟ ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ସରକାରଙ୍କ 'ପି ଆର ଆଣ୍ଡ ଡି ଡବ୍ଲ୍ୟୁ' ବି ବିଭାଗର ଡେପୁଟି ସେକ୍ରେଟାରୀ ଯୋଗ ଦେଇ ରୁରାଲ ହାଉସିଂ ପ୍ରକଳ୍ପର ସଫଳ ରୂପାୟନ ପାଇଁ ବିଭିନ୍ନ ପ୍ରକାର ଦିଗ ଉପରେ ଆଲୋଚନା କରିଥିଲେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର

କେବଳ ସେତିକି ନୁହେଁ ରାଜ୍ୟ ସରକାରଙ୍କ ଖସଡ଼ା ଓ ଲକ୍ଷ୍ୟ ବାବଦରେ ଅବଗତ କରାଯାଇଥିଲା । ସମ୍ବଲପୁର ଡିଆରଡିଏ ସମ୍ମିଳନୀ କକ୍ଷରେ 4 ଟି ଜିଲ୍ଲାର ରୁରାଲ ହାଉସିଂ ଯୋଜନା ପାଇଁ କାର୍ଯ୍ୟ କରୁଥିବା ବିପିସି ଓ ବିପିଏ ମାନଙ୍କର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ ଓ ବରଗଡ ଜିଲ୍ଲାରେ UNDP ଯୋଜନା ଦ୍ବାରା ନିଯୁକ୍ତ ଏହି କର୍ମଚାରୀ ମାନଙ୍କୁ ରାଜ୍ୟ ସରକାରଙ୍କ ପିଆର ଆଣ୍ଡ ଡିଡବ୍ଲୁ ବିଭାଗର ଡେପୁଟି ସେକ୍ରେଟାରୀ ରୁରାଲ ହାଉସିଂ ଯୋଜନାର ସଫଳତା ଉପରେ ଆଲୋକପାତ କରିଥିଲେ ।

ଯେପରିକି ହିତାଧିକାରୀର ଅସୁବିଧା କିପରି ହେବନି, ସଠିକ ସମୟରେ ଘର ନିର୍ମାଣ ସମ୍ପୂର୍ଣ୍ଣ, ସଠିକ ସମୟରେ ହିତାଧିକାରୀ କିପରି ଟଙ୍କା ପାଇ ପାରିବେ ସେ ନେଇ ଗୁରୁତ୍ବାରୋପ କରିଥିଲେ । ଆସନ୍ତାକାଲି 8 ଟି ଜିଲ୍ଲାର ବିଡ଼ିଓ ଓ ଏମାନଙ୍କୁ ଏହି ଯୋଜନାର ସଫଳ ରୂପାୟନ ପାଇଁ ଟ୍ରେନିଂ ଦିଆଯିବ ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ଜିଲ୍ଲାର ଡିଆରଡିଏ ସମ୍ମିଳନୀ କକ୍ଷରେ ଆଜି ସମ୍ବଲପୁର ସମେତ 4 ଟି ଜିଲ୍ଲାର ରୁରାଲ ହାଉସିଂ ଯୋଜନାର ବ୍ଲକ ପ୍ରୋଜେକ୍ଟ କୋ ଅଡିନେଟର ଓ ବ୍ଲକ ପ୍ରୋଜେକ୍ଟ ଆସିଷ୍ଟାଣ୍ଟ ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏଥିରେ ରାଜ୍ୟ ସରକାରଙ୍କ 'ପି ଆର ଆଣ୍ଡ ଡି ଡବ୍ଲ୍ୟୁ' ବି ବିଭାଗର ଡେପୁଟୀ ସେକ୍ରେଟାରୀ ଯୋଗ ଦେଇ ରୁରାଲ ହାଉସିଂ ପ୍ରକଳ୍ପର ସଫଳ ରୂପାୟନ ପାଇଁ ବିଭିନ୍ନ ପ୍ରକାର ଦିଗ ଉପରେ ଆଲୋଚନା କରିବା ସହ ରାଜ୍ୟ ସରକାରଙ୍କ ଖସଡ଼ା ଓ ଲକ୍ଷ୍ୟ ବାବଦରେ ଅବଗତ କରାଇଥିଲେ।


Body:ସମ୍ବଲପୁର ଡିଆରଡିଏ ସମ୍ମିଳନୀ କକ୍ଷରେ 4 ଟି ଜିଲାର ରୁରାଲ ହାଉସିଂ ଯୋଜନା ପାଇଁ କାର୍ଯ୍ୟ କରୁଥିବା ବି ପି ସି ଓ ବି ପି ଏ ମାନଙ୍କର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ ଓ ବରଗଡ ଜିଲାରେ UNDP ଯୋଜନା ଦ୍ୱାରା ନିଯୁକ୍ତ ଏହି କର୍ମଚାରୀ ମାନଙ୍କୁ ରାଜ୍ୟ ସରକାରଙ୍କ ପିଆର ଆଣ୍ଡ ଡିଡବ୍ଲୁ ବିଭାଗର ଡେପୁଟୀ ସେକ୍ରେଟାରୀ ରୁରାଲ ହାଉସିଂ ଯୋଜନାର ସଫଳତା ଯେପରିକି ହିତାଧିକାରୀ ର ଅସୁବିଧା କିପରି ହେବନି,ସଠିକ ସମୟରେ ଘର ନିର୍ମାଣ ସମ୍ପୂର୍ଣ୍ଣ, ସଠିକ ସମୟରେ ହିତାଧିକାରୀ କିପରି ଟଙ୍କା ପାଇ ପାରିବ ସେ ନେଇ ଆଲୋକପାତ କରିଥିଲେ।


Conclusion:ଆସନ୍ତା କାଲି 8 ଟି ଜିଲାର ବିଡ଼ିଓ ଓ ଏଇ ମାନଙ୍କୁ ଏହି ଯୋଜନାର ସଫଳ ସଫଳ ରୂପାୟନ ପାଇଁ ଟ୍ରେନିଂ ଦିଆଯିବ।

ବାଇଟ-1-କୁଳମଣି ମିଶ୍ର, ଡେପୁଟୀ ସେକ୍ରେଟାରୀ, ପିଆର ଆଣ୍ଡ ଡି ଡ଼ବ୍ଲ୍ୟୁ ବିଭାଗ।
ବାଇଟ-2-ଅଙ୍କିତା ହୋତା, ବିପିସି,ସୁନ୍ଦରଗଡ।
ବାଇଟ-3-ବିକ୍ରମ ବାରିକ,ବିପିସି,ବରଗଡ଼।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.