ETV Bharat / state

ଆମ୍ବୁଲାନ୍ସରେ ଲାଗିଲା ନିଆଁ

author img

By

Published : Sep 16, 2020, 7:14 PM IST

ରାୟଗଡ଼ ଜିଲ୍ଲା ଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏକ 108 ଆମ୍ବୁଲାନସରେ ଲାଗିଲା ନିଆଁ । ଡ୍ରାଇଭର ଆମ୍ବୁଲାନ୍ସ ଷ୍ଟାର୍ଟ କରିବା ମାତ୍ରେ ଇଞ୍ଜିନରେ ନିଆଁ ଳିଗିଯାଇଥିଲା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

fire on ambulance
fire on ambulance

ରାୟଗଡ଼ା: ଆମ୍ବୁଲେନ୍ସରେ ଲାଗିଲା ନିଆଁ । ରାୟଗଡ଼ ଜିଲ୍ଲା ଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏକ 108 ଆମ୍ବୁଲାନ୍ସରେ ଲାଗିଲା ନିଆଁ । ବୁଧବାର ସକଲୁ ନିକଟବର୍ତ୍ତୀ ହନୁମନ୍ତପୁରରୁ ଏକ ରୋଗୀକୁ ଆଣିବା ପାଇଁ ଫୋନ କଲ ଆସିଥିଲା । ତେବେ ଡ୍ରାଇଭର ଆମ୍ବୁଲାନ୍ସ ଷ୍ଟାର୍ଟ କରିବା ମାତ୍ରେ ଇଞ୍ଜିନରେ ନିଆଁ ଳିଗିଯାଇଥିଲା ।

ଆମ୍ବୁଲାନ୍ସରେ ଲାଗିଲା ନିଆଁ

ଫଳରେ ସ୍ଥାନୀୟ ଲୋକେ ପହଞ୍ଚି ପାଣି ଏବଂ ବାଲି ପକାଇ ନିଆଁକୁ ଆୟତ କରିଥିଲେ । ସେପଟେ ଏହି ଅଘଟଣରେ କୌଣସି ବ୍ୟକ୍ତି ଆହତ ହୋଇନଥିବା ସୂଚନା ରହିଛି ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.