ETV Bharat / state

ବ୍ରହ୍ମଗିରିରେ ସଡକ ସୁରକ୍ଷା ସଚେତନତା ଅଭିଯାନ

author img

By

Published : Jan 24, 2021, 2:22 PM IST

ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ବ୍ରହ୍ମଗିରି ବ୍ଲକ କଯ୍ୟାଳୟଠାରୁ ଶତାଧିକ ଛାତ୍ରଛାତ୍ରୀ, ସଚେତନ ନାଗରିକ ପରିବହନ ବିଭାଗ ସହାୟତାରେ ଏକ ସଚେତନତା ରାଲି ବ୍ରହ୍ମଗିରି ବଜାର ଦେଇ ବସ ଷ୍ଟାଣ୍ଡଠାରେ ପହଞ୍ଚିଥିଲା। ଅଧିକ ପଢନ୍ତୁ...

ବ୍ରହ୍ମଗିରିରେ ସଡକ ସୁରକ୍ଷା ସଚେତନତା ଅଭିଯାନ
ବ୍ରହ୍ମଗିରିରେ ସଡକ ସୁରକ୍ଷା ସଚେତନତା ଅଭିଯାନ

ବ୍ରହ୍ମଗିରି: ସଡକ ସୁରକ୍ଷା ଜୀବନ ରକ୍ଷା । ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ବ୍ରହ୍ମଗିରି ବ୍ଲକ କଯ୍ୟାଳୟଠାରୁ ଶତାଧିକ ଛାତ୍ରଛାତ୍ରୀ, ସଚେତନ ନାଗରିକ ଏବଂ ବ୍ରହ୍ମଗିରି ପୋଲିସ ପରିବହନ ବିଭାଗ ସହାୟତାରେ ଏକ ସଚେତନତା ରାଲି ବ୍ରହ୍ମଗିରି ବଜାର ଦେଇ ବସ ଷ୍ଟାଣ୍ଡଠାରେ ପହଞ୍ଚିଥିଲା।

ବ୍ରହ୍ମଗିରିରେ ସଡକ ସୁରକ୍ଷା ସଚେତନତା ଅଭିଯାନ

ଏହି ଅବସରରେ ପରିବହନ ବିଭାଗ ପକ୍ଷରୁ ଲୋକମାନଙ୍କୁ ନିୟମନୁଯାଇ ଯାନବାହନ ଚଳାଚଳ କରିବାକୁ ସଚେତନ କରାଯାଇଥିଲା ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.