ETV Bharat / state

ଶ୍ରୀକ୍ଷେତ୍ରରେ ପହଁଚିଲା ରଥ ଦଉଡି

author img

By

Published : Jun 4, 2020, 8:59 PM IST

ଦେବସ୍ନାନ ପୂର୍ଣ୍ଣିମାର ଠିକ ଗୋଟିଏ ଦିନ ପୂର୍ବରୁ ରଥ ଦଉଡି ପୁରୀରେ ପହଞ୍ଚି ଯାଇଛି । ଏହାର ଲମ୍ବ 220 ମିଟର ରହିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ଶ୍ରୀକ୍ଷେତ୍ରରେ ପହଁଚିଲା ରଥ ଦଉଡି
ଶ୍ରୀକ୍ଷେତ୍ରରେ ପହଁଚିଲା ରଥ ଦଉଡି

ପୁରୀ: ମହାପ୍ରଭୁଙ୍କ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ଜୋର ସୋରରେ ଚାଲିଚି । ରଥ ନିର୍ମାଣ ଚାଲିଥିବା ବେଳେ ରଥ ଦଉଡି ଇତି ମଧ୍ୟରେ ଶ୍ରୀକ୍ଷେତ୍ର ରେ ପହଞ୍ଚିଛି ।

ଶ୍ରୀକ୍ଷେତ୍ରରେ ପହଁଚିଲା ରଥ ଦଉଡି

14ଟି ରଥ ଦଉଡି ଅଵଶ୍ୟକ ଥିବା ବେଳେ ଏହା ପହଞ୍ଚିଚିଛି । ଏହାର ଲମ୍ବ 220 ମିଟର ରହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.