ETV Bharat / state

ଆବାସ ଯୋଜନାରେ ଅନିୟମିତତା ନ କରିବା ପାଇଁ ବିଜେପିର ଦାବିପତ୍ର

author img

By

Published : Jul 8, 2021, 9:29 PM IST

ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକରେ ଆବାସ ଯୋଜନାରେ ସମସ୍ତ ହିତାଧିକାରୀଙ୍କ ନାମ ତାଲିକା ଭୁକ୍ତ କରିବା ପାଇଁ ବିଜେପିର ଦାବିପତ୍ର । ଅଧିକ ପଢନ୍ତୁ...

ଆବାସ ଯୋଜନାରେ ଅନିୟମିତତା ନ କରିବା ପାଇଁ ବିଜେପିର ଦାବିପତ୍ର
ଆବାସ ଯୋଜନାରେ ଅନିୟମିତତା ନ କରିବା ପାଇଁ ବିଜେପିର ଦାବିପତ୍ର

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକରେ ଆବାସ ଯୋଜନାରେ ସମସ୍ତ ହିତାଧିକାରୀଙ୍କ ନାମ ତାଲିକା ଭୁକ୍ତ କରିବା ପାଇଁ ବିଜେପିର ଦାବିପତ୍ର । ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନେତୃରେ ଦଳୀୟ କର୍ମୀମାନେ ଏକ ଶୋଭାଯାତ୍ରାରେ ଆସି ବିଡିଓଙ୍କୁ ଦାବିପତ୍ର ଦେଇଛନ୍ତି ।

ଆବାସ ଯୋଜନାରେ ଅନିୟମିତତା ନ କରିବା ପାଇଁ ବିଜେପିର ଦାବିପତ୍ର

ବିଜେପିର ଅଭିଯୋଗ ଅନୁସାରେ, ବ୍ରହ୍ମଗିରି ବ୍ଲକକୁ ପ୍ରାୟ 12ହଜାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆସିଛି । ଏଥିରେ ଅନିୟମିତତା ନ କରି ସମସ୍ତ ହିତାଧିକାରୀଙ୍କ ନାମ ତାଲିକା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଲଗାଇବା ପାଇଁ ବିଧାୟକ ଲଳିତେନ୍ଦୁ ଦାବି କରିଛନ୍ତି ।

ବ୍ରହ୍ମଗିରିରୁ ଦେବଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.