ETV Bharat / state

G20 Jan Bhagidari campaign: ଏମସ ପକ୍ଷରୁ ସ୍ଵାସ୍ଥ୍ୟମେଳା, ରୋଗୀ ଦେଖିଲେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

author img

By

Published : Apr 6, 2023, 9:48 PM IST

Updated : Apr 6, 2023, 9:57 PM IST

ସ୍ଥାନୀୟ ସିଜୁଆ ଗ୍ରାମରେ ଅନୁଷ୍ଠିତ ଏହି ସ୍ୱାସ୍ଥ୍ୟମେଳା ଏବଂ ରକ୍ତଦାନ ଶିବିରକୁ ଏମସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦେଶକ ଡ. ଆଶୁତୋଷ ବିଶ୍ବାସ ଉଦଘାଟନ ଆରିଛନ୍ତି। ଡ. ବିଶ୍ବାସ ନିଜେ ରୋଗୀ ଦେଖିବା ସହିତ ଗ୍ରାମବାସୀଙ୍କୁ ଉତ୍ତମ ଚିକିତ୍ସା ସେବା ପ୍ରଦାନ କରିଛନ୍ତି। ଏମସର ଡାକ୍ତର, ନର୍ସିଂ, ପାରାମେଡିକାଲ କର୍ମଚାରୀ ଏବଂ ଡାକ୍ତରୀ ଛାତ୍ରଛାତ୍ରୀ ଗ୍ରାମବାସୀଙ୍କୁ ସ୍ୱାସ୍ଥ୍ୟ ପରାମର୍ଶ ଏବଂ ମାଗଣା ଔଷଧ ପ୍ରଦାନ କରିଛନ୍ତି। ଅଧିକ ପଢନ୍ତୁ

ଏମସ ପକ୍ଷରୁ ସ୍ଵାସ୍ଥ୍ୟମେଳା, ରୋଗୀ ଦେଖିଲେ କାର୍ଯ୍ୟନିର୍ବାହୀ ନିର୍ଦେଶକ
ଏମସ ପକ୍ଷରୁ ସ୍ଵାସ୍ଥ୍ୟମେଳା, ରୋଗୀ ଦେଖିଲେ କାର୍ଯ୍ୟନିର୍ବାହୀ ନିର୍ଦେଶକ

ଭୁବନେଶ୍ବର: ଜି-୨୦ ଜନଭାଗିଦାରୀ ଅଭିଯାନକୁ ସାକାର ରୂପ ଦେବା ନିମନ୍ତେ ଏମସ ଭୁବନେଶ୍ୱର ପକ୍ଷରୁ ସ୍ୱାସ୍ଥ୍ୟମେଳା ଆୟୋଜିତ ହୋଇଯାଇଛି। ସ୍ଥାନୀୟ ସିଜୁଆ ଗ୍ରାମରେ ଅନୁଷ୍ଠିତ ଏହି ସ୍ୱାସ୍ଥ୍ୟମେଳା ଓ ରକ୍ତଦାନ ଶିବିରକୁ ଏମସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦେଶକ ଡ. ଆଶୁତୋଷ ବିଶ୍ବାସ ଉଦଘାଟନ ଆରିଛନ୍ତି।

ଏମସ ପକ୍ଷରୁ ସ୍ଵାସ୍ଥ୍ୟମେଳା, ରୋଗୀ ଦେଖିଲେ କାର୍ଯ୍ୟନିର୍ବାହୀ ନିର୍ଦେଶକ
ଏମସ ପକ୍ଷରୁ ସ୍ଵାସ୍ଥ୍ୟମେଳା, ରୋଗୀ ଦେଖିଲେ କାର୍ଯ୍ୟନିର୍ବାହୀ ନିର୍ଦେଶକ

ସ୍ଥାନୀୟ ସିଜୁଆ ଗ୍ରାମରେ ଅନୁଷ୍ଠିତ ଏହି ସ୍ୱାସ୍ଥ୍ୟମେଳା ଏବଂ ରକ୍ତଦାନ ଶିବିରକୁ ଏମସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦେଶକ ଡ. ଆଶୁତୋଷ ବିଶ୍ବାସ ଉଦଘାଟନ ଆରିଛନ୍ତି। ଡ. ବିଶ୍ବାସ ନିଜେ ରୋଗୀ ଦେଖିବା ସହିତ ଗ୍ରାମବାସୀଙ୍କୁ ଉତ୍ତମ ଚିକିତ୍ସା ସେବା ପ୍ରଦାନ କରିଛନ୍ତି। ଏମସର ଡାକ୍ତର, ନର୍ସିଂ, ପାରାମେଡିକାଲ କର୍ମଚାରୀ ଏବଂ ଡାକ୍ତରୀ ଛାତ୍ରଛାତ୍ରୀ ଗ୍ରାମବାସୀଙ୍କୁ ସ୍ୱାସ୍ଥ୍ୟ ପରାମର୍ଶ ଏବଂ ମାଗଣା ଔଷଧ ପ୍ରଦାନ କରିଛନ୍ତି। ଏହି ସ୍ୱାସ୍ଥ୍ୟମେଳାରେ ୨୨୦ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବା ସହିତ ଆବଶ୍ୟକୀୟ ଔଷଧ ପ୍ରଦାନ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ବିଭିନ୍ନ ବିଦ୍ୟାଳୟରେ ପାଠ ପଢ଼ୁଥିବା ୬୫ ଛାତ୍ରଛାତ୍ରୀ ସାମିଲ ଥିଲେ।

ଏହାବି ପଢନ୍ତୁ- Naveen Patnaik Japan Tours: ନିପ୍ପନ ଷ୍ଟିଲ କର୍ପୋରେସନ ବୁଲି ଦେଖିଲେ

ଏମସ ପକ୍ଷରୁ ସ୍ଵାସ୍ଥ୍ୟମେଳା, ରୋଗୀ ଦେଖିଲେ କାର୍ଯ୍ୟନିର୍ବାହୀ ନିର୍ଦେଶକ
ଏମସ ପକ୍ଷରୁ ସ୍ଵାସ୍ଥ୍ୟମେଳା, ରୋଗୀ ଦେଖିଲେ କାର୍ଯ୍ୟନିର୍ବାହୀ ନିର୍ଦେଶକ

ସେହିପରି ୪୦ ମହିଳାଙ୍କୁ ମଧ୍ୟ ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଇଥିଲା। ଶିଶୁମାନଙ୍କର ପୁଷ୍ଟିକର ସ୍ଥିତି ଏବଂ ସାମଗ୍ରିକ ସ୍ୱାସ୍ଥ୍ୟ ମୂଲ୍ୟାଙ୍କନ ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା। ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଥିଲା। ଏହି ଅବସରରେ ଏମସ ପକ୍ଷରୁ ନିଜସ୍ବ ମୋବାଇଲ ବ୍ଲଡ ଭ୍ୟାନରେ ଏକ ରକ୍ତଦାନ ଶିବିର ମଧ୍ୟ ଆୟୋଜିତ ହୋଇଥିଲା। ଏହି ଭ୍ରାମ୍ୟମାଣ ରକ୍ତଦାନ ଶିବିରରୁ ୯ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।

ସ୍ଥାନୀୟ ସିଜୁଆ ଗ୍ରାମରେ ଅନୁଷ୍ଠିତ ଏହି ସ୍ୱାସ୍ଥ୍ୟମେଳା ଏବଂ ରକ୍ତଦାନ ଶିବିରକୁ ଏମସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦେଶକ ଡ. ଆଶୁତୋଷ ବିଶ୍ବାସ ଉଦଘାଟନ ଆରିଛନ୍ତି। ଡ. ବିଶ୍ବାସ ନିଜେ ରୋଗୀ ଦେଖିବା ସହିତ ଗ୍ରାମବାସୀଙ୍କୁ ଉତ୍ତମ ଚିକିତ୍ସା ସେବା ପ୍ରଦାନ କରିଛନ୍ତି। ଏମସର ଡାକ୍ତର, ନର୍ସିଂ, ପାରାମେଡିକାଲ କର୍ମଚାରୀ ଏବଂ ଡାକ୍ତରୀ ଛାତ୍ରଛାତ୍ରୀ ଗ୍ରାମବାସୀଙ୍କୁ ସ୍ୱାସ୍ଥ୍ୟ ପରାମର୍ଶ ଏବଂ ମାଗଣା ଔଷଧ ପ୍ରଦାନ କରିଛନ୍ତି। ଏହି ସ୍ୱାସ୍ଥ୍ୟମେଳାରେ ୨୨୦ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବା ସହିତ ଆବଶ୍ୟକୀୟ ଔଷଧ ପ୍ରଦାନ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ବିଭିନ୍ନ ବିଦ୍ୟାଳୟରେ ପାଠ ପଢ଼ୁଥିବା ୬୫ ଛାତ୍ରଛାତ୍ରୀ ସାମିଲ ଥିଲେ।

ଏମସ ପକ୍ଷରୁ ସ୍ଵାସ୍ଥ୍ୟମେଳା, ରୋଗୀ ଦେଖିଲେ କାର୍ଯ୍ୟନିର୍ବାହୀ ନିର୍ଦେଶକ
ଏମସ ପକ୍ଷରୁ ସ୍ଵାସ୍ଥ୍ୟମେଳା, ରୋଗୀ ଦେଖିଲେ କାର୍ଯ୍ୟନିର୍ବାହୀ ନିର୍ଦେଶକ

ଭାରତ ଜି-୨୦ ସମ୍ମିଳନୀର ଅଧ୍ୟକ୍ଷତାକୁ ସଫଳ ଓ ସୁଦୃଢ କରିବା ନେଇ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନରୁ ପ୍ରେରିତ ହୋଇ ଏମସ ଭୁବନେଶ୍ୱର ଏହି ମାସରେ ଏକାଧିକ କାର୍ଯ୍ୟକ୍ରମର ଯୋଜନା କରିଛି। ଏହି ଅଭିଯାନର ଏକ ଅଂଶ ଭାବରେ ଏମସ ଭୁବନେଶ୍ୱର ପକ୍ଷରୁ ଏହି ସ୍ୱାସ୍ଥ୍ୟମେଳା ଏବଂ ରକ୍ତଦାନ ଶିବିର ଆୟୋଜନ କରାଯାଇଥିବା ମେଡିକାଲ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ, ଏମ୍ସ ରେ କିଛି ଦିନ ତଳେ ମାଣ୍ଡିଆର ବ୍ୟବହାର କରାଯାଇଛି। ହସ୍ପିଟାଲରେ କାର୍ଯ୍ୟ କରୁଥିବା ମେଡିକାଲ ଷ୍ଟାଫ ସମେତ ଛାତ୍ର ଛାତ୍ରୀ ଓ ରୋଗୀମାନଙ୍କୁ ଖାଦ୍ୟରେ ମିଳିଛି ମାଣ୍ଡିଆ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 6, 2023, 9:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.